Advertisment

ଇସ୍ରୋରେ ଚାକିରି ସୁଯୋଗ, ଦରମା ଦେଢ଼ ଲକ୍ଷ ଉପରେ

ନୂଆଦିଲ୍ଲୀ: ଇଣ୍ଡିଆ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ ତଥା ଇସ୍ରୋରେ ଚାକିରି କରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସତୀଶ ଧୱନ ସ୍ପେସ୍ ସେଣ୍ଟର, ଶ୍ରୀହାରିକୋଟା ପକ୍ଷରୁ (SDSC SHAR) ପ୍ରାଥମିକ ଶିକ୍ଷକ (PRT), ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (PGT) ଏବଂ ଟ୍ରେନିଂ ଗ୍ରାଜୁଏଟ୍ ଶିକ୍ଷକ (TGT) ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ apps.shar.gov.in କୁ ଯାଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ମୋଟ ପଦବୀ-୧୯ ପୋଷ୍ଟ ଗ୍ରାଜୁଏଟ୍‌ […]

ଅଦ୍ୟତନ ହୋଇଛି
ଇସ୍ରୋରେ ଚାକିରି ସୁଯୋଗ, ଦରମା ଦେଢ଼ ଲକ୍ଷ ଉପରେ

ISRO recruitment

Advertisment

ନୂଆଦିଲ୍ଲୀ: ଇଣ୍ଡିଆ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ ତଥା ଇସ୍ରୋରେ ଚାକିରି କରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସତୀଶ ଧୱନ ସ୍ପେସ୍ ସେଣ୍ଟର, ଶ୍ରୀହାରିକୋଟା ପକ୍ଷରୁ (SDSC SHAR) ପ୍ରାଥମିକ ଶିକ୍ଷକ (PRT), ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (PGT) ଏବଂ ଟ୍ରେନିଂ ଗ୍ରାଜୁଏଟ୍ ଶିକ୍ଷକ (TGT) ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ apps.shar.gov.in କୁ ଯାଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୧୯

ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (ଗଣିତ)-୨

ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (ଫିଜିକ୍ସ)-୧

ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (ବାୟୋଲଜି)-୧

ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ (କେମେଷ୍ଟ୍ରୀ)-୧

ଟ୍ରେନି ଗ୍ରାଜୁଏଟ୍‌ ଶିକ୍ଷକ (ଗଣିତ)-୨

ଟ୍ରେନି ଗ୍ରାଜୁଏଟ୍‌ ଶିକ୍ଷକ (ହିନ୍ଦୀ)-୨

ଟ୍ରେନି ଗ୍ରାଜୁଏଟ୍‌ ଶିକ୍ଷକ (ଇଂରାଜୀ)-୧

ଟ୍ରେନି ଗ୍ରାଜୁଏଟ୍‌ ଶିକ୍ଷକ (କେମେଷ୍ଟ୍ରୀ)-୧

ଟ୍ରେନି ଗ୍ରାଜୁଏଟ୍‌ ଶିକ୍ଷକ (ବାୟେଲଜୀ)-୧

ଟ୍ରେନି ଗ୍ରାଜୁଏଟ୍‌ ଶିକ୍ଷକ (ପିଇଟି- ପୁରୁଷ)-୧

ଟ୍ରେନି ଗ୍ରାଜୁଏଟ୍‌ ଶିକ୍ଷକ (ପିଇଟି-ମହିଳା)-୧

ପ୍ରାଇମେରୀ ଶିକ୍ଷକ (ପିଆର୍‌ଟି)-୫

ଦରମା: ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ: ୪୭,୬୦୦ ଟଙ୍କାରୁ ୧,୫୧,୧୦୦/ -

ଟ୍ରେନି ଗ୍ରାଜୁଏଟ୍‌ ଶିକ୍ଷକ: ୪୭,୬୦୦ ଟଙ୍କାରୁ ୧,୫୧,୧୦୦/ -

ପ୍ରାଇମେରୀ ଶିକ୍ଷକ: ୩୫,୪୦୦ ଟଙ୍କାରୁ ୧,୧୨,୧୦୦/-

ବୟସ ସୀମା

ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ- ୧୮ରୁ ୪୦ ବର୍ଷ

ଟ୍ରେନି ଗ୍ରାଜୁଏଟ୍‌ ଶିକ୍ଷକ- ୧୮ରୁ ୩୫ ବର୍ଷ

ପ୍ରାଇମେରୀ ଶିକ୍ଷକ- ୧୮ରୁ ୩୦ ବର୍ଷ

କିଭଳି ହେବ ଚୟନ?
ଲିଖିତ ପରୀକ୍ଷା ଏବଂ ଏକ ସ୍କିଲ୍‌ ଟେଷ୍ଟ ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ।

କିଭଳି କରିବେ ଆବେଦନ?

ଆଗ୍ରହୀ ପ୍ରାର୍ଥୀମାନେ SDSC SHAR ର ଅଫିସିଆଲ୍ ୱେବସାଇଟ୍ www.sdsc.shar.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୮ ଅଗଷ୍ଟ ୨୦୨୨ ରହିଛି। ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଳିକ୍‌ କରି ପଢ଼ନ୍ତି।

Advertisment

(Official Notification)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe