Advertisment

ଏଲ୍‌ଆଇସିର ୧୬୮ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ମାସିକ ଦରମା ୩୨୦୦୦

ନୂଆଦିଲ୍ଲୀ : ଲାଇଫ୍‌ ଇନସ୍ୟୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସିରେ ଖାଲି ପଡ଼ିଥିବା ୧୬୮ଟି ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ ୧୫ ମାର୍ଚ୍ଚ ରହିଛି। ଉଚ୍ଛୁକ ଆବେଦନକାରୀ ବିଳମ୍ୱ ନକରି ଶୀଘ୍ର ଆବେଦନ କରନ୍ତୁ। ମୋଟ ପଦବୀ ଓ ଏହାର ନାମ ମୋଟ ପଦବୀ ୧୬୮ଟି ରହିଛି। ଏଥିରେ ବିଭିନ୍ନ ବିଭାଗର ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍‌ ଅଫିସର ପାଇଁ ଆବେଦନ ପ୍ରକାଶ […]

author-image
Puspanjali Panda
ଏଲ୍‌ଆଇସିର ୧୬୮ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ମାସିକ ଦରମା ୩୨୦୦୦

lic22

ନୂଆଦିଲ୍ଲୀ : ଲାଇଫ୍‌ ଇନସ୍ୟୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସିରେ ଖାଲି ପଡ଼ିଥିବା ୧୬୮ଟି ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ ୧୫ ମାର୍ଚ୍ଚ ରହିଛି। ଉଚ୍ଛୁକ ଆବେଦନକାରୀ ବିଳମ୍ୱ ନକରି ଶୀଘ୍ର ଆବେଦନ କରନ୍ତୁ।

Advertisment

ମୋଟ ପଦବୀ ଓ ଏହାର ନାମ

ମୋଟ ପଦବୀ ୧୬୮ଟି ରହିଛି। ଏଥିରେ ବିଭିନ୍ନ ବିଭାଗର ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍‌ ଅଫିସର ପାଇଁ ଆବେଦନ ପ୍ରକାଶ ପାଇଛି।

ଯୋଗ୍ୟତା

ଏହିସବୁ ପଦ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ରହିଛି। ଅଧିକ ସୂଚନା ପାଇଁ ଏଲ୍‌ଆଇସି ଅଫିସିଆଲ୍‌ ୱେବସାଇଟକୁ ଭିଜିଟ୍‌ କରନ୍ତୁ।

Advertisment

ଆବେଦନ ଶୁଳ୍କ

ସାଧାରଣ ଓ ଅନ୍ୟାନ୍ୟ ବର୍ଗ ୭୦୦ ଟଙ୍କା

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ ବର୍ଗଙ୍କୁ କେବଳ ୮୫ ଟଙ୍କା ଦେବାକୁ ପଡ଼ିବ।

ପ୍ରିଲିମନାରୀ ଓ ମେନ୍‌ ଅନଲାଇନ୍ ପରୀକ୍ଷା ପରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ। ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୩୨୭୯୫ ଟଙ୍କା ଦରମା ଦିଆଯିବ। ଅଧିକ ସୂଚନା ପାଇଁ ଏଲ୍‌ଆଇସିର ଅଫିସିଆଲ୍‌ ୱେବସାଇଟ୍‌ www.licindia.in କୁ ଭିଜିଟ୍‌ କରନ୍ତୁ।