Advertisment

ଖାଦ୍ୟ ମନ୍ତ୍ରାଳୟରେ ବାହାରିଛି ଚାକିରି, ଦରମା ୬୦ ହଜାରରୁ ଅଢ଼େଇ ଲକ୍ଷ

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ ଆଣିଛି ଚାକିରି ସୁଯୋଗ। ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ଖାଦ୍ୟ ପରାମର୍ଶଦାତା ତଥା ବୃତ୍ତିଗତ ଯୋଗ୍ୟ ଆଗ୍ରହୀ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। ଚୁକ୍ତିଭିତ୍ତିକ ଭିତ୍ତିରେ ଭାରତ ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ‘ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍’ (PMFME) ସ୍କିମ୍ ଜରିଆରେ ଚୟନ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ମୋଟ ପଦବୀ-୨୮ ଲିଡ୍ ପ୍ରୋଜେକ୍ଟ ମ୍ୟାନେଜର – ରାଜ୍ୟ କାର୍ଯ୍ୟକ୍ରମ: […]

ଅଦ୍ୟତନ ହୋଇଛି
ଖାଦ୍ୟ ମନ୍ତ୍ରାଳୟରେ ବାହାରିଛି ଚାକିରି, ଦରମା ୬୦ ହଜାରରୁ ଅଢ଼େଇ ଲକ୍ଷ

Monistry of food processing industries

Advertisment

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ ଆଣିଛି ଚାକିରି ସୁଯୋଗ। ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ଖାଦ୍ୟ ପରାମର୍ଶଦାତା ତଥା ବୃତ୍ତିଗତ ଯୋଗ୍ୟ ଆଗ୍ରହୀ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। ଚୁକ୍ତିଭିତ୍ତିକ ଭିତ୍ତିରେ ଭାରତ ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର 'ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍' (PMFME) ସ୍କିମ୍ ଜରିଆରେ ଚୟନ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ।

Advertisment

ମୋଟ ପଦବୀ-୨୮

  • ଲିଡ୍ ପ୍ରୋଜେକ୍ଟ ମ୍ୟାନେଜର - ରାଜ୍ୟ କାର୍ଯ୍ୟକ୍ରମ: ୧

ମାସିକ ଦରମା-୨ଲକ୍ଷ ୫୦ ହଜାର। ବୟସ ସୀମା-୬୫ ବର୍ଷ

  • ଲିଡ୍‌ ପ୍ରୋଜେକ୍ଟ ମ୍ୟାନେଜର(କେପାସିଟି ବିଲ୍ଡିଂ): ୧

ମାସିକ ଦରମା-୨ଲକ୍ଷ ୫୦ ହଜାର। ବୟସ ସୀମା-୬୫ ବର୍ଷ

  • ଲିଡ୍‌ ପ୍ରଜୋକ୍ଟ ମ୍ୟାନେଜର ପ୍ଲାନିଂ:୧

ମାସିକ ଦରମା-୨ଲକ୍ଷ ୫୦ ହଜାର। ବୟସ ସୀମା-୬୫ ବର୍ଷ

  • ଲିଡ୍‌ ପ୍ରଜେକ୍ଟ ମ୍ୟାନେଜର ନଲେଜ୍‌ ମ୍ୟାନେଜମେଣ୍ଟ:୧

ମାସିକ ଦରମା-୨ଲକ୍ଷ ୫୦ ହଜାର। ବୟସ ସୀମା-୬୫ ବର୍ଷ

  • ଲିଡ୍‌ ପ୍ରଜେକ୍ଟ ମ୍ୟାନେଜର- ବ୍ରାଣ୍ଡିଂ ଓ ମାର୍କେଟିଂ:୧

ମାସିକ ଦରମା-୨ଲକ୍ଷ ୫୦ ହଜାର। ବୟସ ସୀମା-୬୫ ବର୍ଷ

  • ମ୍ୟାନେଜର-ରାଜ୍ୟ କାର୍ଯ୍ୟକ୍ରମ:୧

ମାସିକ ଦରମା-୧ଲକ୍ଷ ୪୫ ହଜାର। ବୟସ ସୀମା-୪୫ ବର୍ଷ

  • ମ୍ୟାନେଜର-ଦକ୍ଷତା ବିକାଶ:୧

ମାସିକ ଦରମା-୧ଲକ୍ଷ ୪୫ ହଜାର। ବୟସ ସୀମା-୪୫ ବର୍ଷ

  • ମ୍ୟାନେଜର ପ୍ଲାନିଂ:୧

ମାସିକ ଦରମା-୧ଲକ୍ଷ ୪୫ ହଜାର। ବୟସ ସୀମା-୪୫ ବର୍ଷ

  • ମ୍ୟାନେଜର ନଲେଜ୍‌ ମ୍ୟାନେଜମେଣ୍ଟ:୧

ମାସିକ ଦରମା-୧ଲକ୍ଷ ୪୫ ହଜାର। ବୟସ ସୀମା-୪୫ ବର୍ଷ

  • ମ୍ୟାନେଜର- ବ୍ରାଣ୍ଡିଂ ଓ ମାର୍କେଟିଂ:୧

ମାସିକ ଦରମା-୧ଲକ୍ଷ ୪୫ ହଜାର। ବୟସ ସୀମା-୪୫ ବର୍ଷ

  • ମ୍ୟାନେଜର MIS:୧

ମାସିକ ଦରମା-୧ଲକ୍ଷ ୪୫ ହଜାର। ବୟସ ସୀମା-୪୫ ବର୍ଷ

  • ଫାଇନାନ୍ସିଆଲ୍‌ ଆଣ୍ଡ ମାଇକ୍ରୋ କ୍ରେଡିଟ୍‌ ମ୍ୟାନେଜର:୧

ମାସିକ ଦରମା-୧ଲକ୍ଷ ୪୫ ହଜାର। ବୟସ ସୀମା-୪୫ ବର୍ଷ

  • କମ୍ୟୁନିକେସନ୍‌ ମ୍ୟାନେଜର:୨

ମାସିକ ଦରମା-୧ଲକ୍ଷ ୪୫ ହଜାର। ବୟସ ସୀମା-୪୫ ବର୍ଷ

  • ଖାଦ୍ୟ ପ୍ରଯୁକ୍ତିବିଦ୍ୟା:୧

ମାସିକ ଦରମା-୧ଲକ୍ଷ ୪୫ ହଜାର। ବୟସ ସୀମା-୪୫ ବର୍ଷ

  • ମ୍ୟାନେଜର- ଏଣ୍ଟରପ୍ରାଇଜ୍ ଡେଭଲପ୍‌ମେଣ୍ଟ:୧

ମାସିକ ଦରମା-୧ଲକ୍ଷ ୪୫ ହଜାର। ବୟସ ସୀମା-୪୫ ବର୍ଷ

  • ମ୍ୟାନେଜର- ମନିଟାରିଂ ଆଣ୍ଡ ଇଭାଲ୍ୟୁସନ୍‌:୧

ମାସିକ ଦରମା-୧ଲକ୍ଷ ୪୫ ହଜାର। ବୟସ ସୀମା-୪୫ ବର୍ଷ

  • ପରାମର୍ଶଦାତା- ଯୁଗ୍ମ ସଚିବ / ନିର୍ଦ୍ଦେଶକ ସ୍ତରର ଅବସରପ୍ରାପ୍ତ ଅଧିକାରୀ: ୧

ମାସିକ ଦରମା- ଯୁଗ୍ମ ସଚିବ ସ୍ତରର ପରାମର୍ଶଦାତା-୧ ଲକ୍ଷ ୫୦ ହଜାର/ ନିର୍ଦ୍ଦେଶକ ସ୍ତରର ଅବସରପ୍ରାପ୍ତ ଅଧିକାରୀ ୧,୦୦,୦୦୦।

  • ପରାମର୍ଶଦାତା- ପେ ଏବଂ ଆକାଉଣ୍ଟସ୍ ସ୍ତରର ଅବସରପ୍ରାପ୍ତ ଅଧିକାରୀ: ୧

ମାସିକ ଦରମା- ୭୫,୦୦୦

  • ଯୁବ ବୃତ୍ତିଗତ - ମିଡିଆ ଏବଂ PR: ୧

ମାସିକ ଦରମା- ୬୦,୦୦୦, ବୟସ ସୀମା- ୩୨ ବର୍ଷ

  • ଯୁବ ବୃତ୍ତିଗତ – ଟେକ୍ନିକାଲ: ୪

ମାସିକ ଦରମା- ୬୦,୦୦୦, ବୟସ ସୀମା- ୩୨ ବର୍ଷ

  • ଯୁବ ବୃତ୍ତିଗତ – ମ୍ୟାନେଜମେଣ୍ଟ: ୪

ମାସିକ ଦରମା- ୬୦,୦୦୦, ବୟସ ସୀମା- ୩୨ ବର୍ଷ

ଚୁକ୍ତି ଅନୁଯାୟୀ ପ୍ରାରମ୍ଭରେ ଦୁଇ ବର୍ଷ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଏହି ସବୁ ପଦବୀ ପାଇଁ ନିଯୁକ୍ତି ମିଳିବ। କାର୍ଯ୍ୟ କାର୍ଯ୍ୟଦକ୍ଷତା ଆଧାରରେ, MoFPI ର କାର୍ଯ୍ୟର ଅବଧି ବ extend ବଢ଼ାଇବା ତଥା ହ୍ରାସ କରିବା କ୍ଷମତା ରହିବ। ମନୋନୀତ ପ୍ରାର୍ଥୀ ପ୍ରାରମ୍ଭରେ ୬ ମାସ ପାଇଁ ପ୍ରୋବେସନରେ ରହିବେ। ଆବେଦନ କରିବାର ଶେଷ ତାରିଖ ଜାନୁୟାରୀ ୩୧, ୨୦୨୨ ରହିଛି। https://www.justjob.co.in/mofpi/. ଲଗ୍‌ଇନ୍‌ କରି ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe