Advertisment

ଏନ୍‌ଏଚ୍‌ଏଆଇରେ ଖାଲି ପଡ଼ିଥିବା ୧୭୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଦରମା ୨ ଲକ୍ଷ

ନୂଆଦିଲ୍ଲୀ : ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (NHAI)ରେ ଖାଲି ପଡ଼ିଥିବା ୧୭୦ଟି ମ୍ୟାନେଜର ଓ ଡେପୁଟି ଜେନେରାଲ୍‌ ମ୍ୟାନେଜର୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ୧୧ ମାର୍ଚ୍ଚ ଆବେଦନର ଶେଷ ତାରିଖ ରହିଛି। ମୋଟ ପଦବୀ ଏନ୍‌ଏଚ୍‌ଏଆଇରେ ମୋଟ ୧୭୦ଟି ପଦବୀ ରହିଛି। ଏଥିରେ ମ୍ୟାନେଜର୍‌ରେ ୪୬ଟି ପଦବୀ ଓ ଡେପୁଟି ଜେନେରାଲ୍‌ ମ୍ୟାନେଜର୍‌ରେ ୧୨୪ଟି ପଦବୀ ରହିଛି। ଯୋଗ୍ୟତା […]

ଏନ୍‌ଏଚ୍‌ଏଆଇରେ ଖାଲି ପଡ଼ିଥିବା ୧୭୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଦରମା ୨ ଲକ୍ଷ

nhai22

Advertisment

ନୂଆଦିଲ୍ଲୀ : ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (NHAI)ରେ ଖାଲି ପଡ଼ିଥିବା ୧୭୦ଟି ମ୍ୟାନେଜର ଓ ଡେପୁଟି ଜେନେରାଲ୍‌ ମ୍ୟାନେଜର୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ୧୧ ମାର୍ଚ୍ଚ ଆବେଦନର ଶେଷ ତାରିଖ ରହିଛି।

Advertisment

ମୋଟ ପଦବୀ

ଏନ୍‌ଏଚ୍‌ଏଆଇରେ ମୋଟ ୧୭୦ଟି ପଦବୀ ରହିଛି। ଏଥିରେ ମ୍ୟାନେଜର୍‌ରେ ୪୬ଟି ପଦବୀ ଓ ଡେପୁଟି ଜେନେରାଲ୍‌ ମ୍ୟାନେଜର୍‌ରେ ୧୨୪ଟି ପଦବୀ ରହିଛି।

ଯୋଗ୍ୟତା

ଇଚ୍ଛୁକ ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରେ ସିଭିଲ୍‌ ଇଞ୍ଜିନିୟରିଂ କରିଥିବା ଆବଶ୍ୟକ।

Advertisment

ବୟସସୀମା

ଏହି ପଦ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀଙ୍କର ସର୍ବାଧିକ ବୟସ ୫୬ ବର୍ଷ ରହିଛି।

ଦରମା

ମ୍ୟାନେଜର୍‌ - (୬୭, ୭୦୦-୨,୦୮୭୦୦)

ଡେପୁଚି ଜେନେରାଲ୍‌ ମ୍ୟାନେଜର୍‌ - (୭୮୮୦୦-୨,୦୯୨୦୦)

ଅଧିକ ସୂଚନା ପାଇବା ପାଇଁ ଏନ୍‌ଏଚ୍‌ଏଆଇର ଅଫିସିଆଲ୍‌ ୱେବସାଇଟ୍‌ www.nhai.gov.inକୁ ଭିଡିଟ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe