Advertisment

ନିଟ୍‌ରେ ନନ୍-ଟିଚିଙ୍ଗ୍‌ ପୋଷ୍ଟ୍‌ରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀର ନ୍ୟାସ୍‌ନାଲ୍‌ ଇଣ୍ଟିଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ନିଟ୍‌) ପକ୍ଷରୁ ନନ୍‌ ଟିଚିଙ୍ଗ୍‌ ପୋଷ୍ଟ ବା ଅଣ-ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶୀୟୀ ପ୍ରାର୍ଥୀମାନେ ଏଥିପାଇଁ ଅକ୍ଟୋବର ୨୮ ତାରିଖରୁ ଅନ୍‌ଲାଇନ୍‌ରେ ଆବେଦନ କରିବା ଆରମ୍ଭ କରିଛନ୍ତି। ପଦବୀ ଓ ଖାଲିଥିବା ସ୍ଥାନ ନନ୍‌ ଟିଚିଙ୍ଗ୍‌ ପୋଷ୍ଟ ମୋଟ ପଦବୀ ସଂଖ୍ୟା- ୨୪ ବୟସସୀମା ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ। ସେହିପରି […]

ନିଟ୍‌ରେ ନନ୍-ଟିଚିଙ୍ଗ୍‌ ପୋଷ୍ଟ୍‌ରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ

nit

Advertisment

ନୂଆଦିଲ୍ଲୀ: ଦିଲ୍ଲୀର ନ୍ୟାସ୍‌ନାଲ୍‌ ଇଣ୍ଟିଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ନିଟ୍‌) ପକ୍ଷରୁ ନନ୍‌ ଟିଚିଙ୍ଗ୍‌ ପୋଷ୍ଟ ବା ଅଣ-ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶୀୟୀ ପ୍ରାର୍ଥୀମାନେ ଏଥିପାଇଁ ଅକ୍ଟୋବର ୨୮ ତାରିଖରୁ ଅନ୍‌ଲାଇନ୍‌ରେ ଆବେଦନ କରିବା ଆରମ୍ଭ କରିଛନ୍ତି।

Advertisment

ପଦବୀ ଓ ଖାଲିଥିବା ସ୍ଥାନ
ନନ୍‌ ଟିଚିଙ୍ଗ୍‌ ପୋଷ୍ଟ
ମୋଟ ପଦବୀ ସଂଖ୍ୟା- ୨୪

ବୟସସୀମା
ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ। ସେହିପରି ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି ଓ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ବୟସସୀମା ପାଇଁ କେନ୍ଦ୍ର ସରକାଙ୍କର ସ୍ୱତନ୍ତ୍ର ନିୟମ ରହିଛି।

ଶିକ୍ଷାଗତ ଯୋଗ୍ୟତା
ଯୁକ୍ତ ଦୁଇ, ଗ୍ରାଜୁଏସନ୍‌, ପୋଷ୍ଟ ଗ୍ରାଜୁଏସନ୍‌, ଡିପ୍ଲୋମା, ଏମ୍‌ବିବିଏସ୍‌, ଡିଗ୍ରୀ, ଏମ୍‌ସିଏ। ଶିକ୍ଷାଗତ ଯୋଗ୍ୟତାକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଅଫିସିଆଲ୍‌ ୱେବସାଇଟ୍‌ ଚେକ୍‌ କରନ୍ତୁ।

Advertisment

publive-image

ଚୟନ ପ୍ରକ୍ରିୟା
ଏହି ସବୁ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଲିଖିତ ସହିତ ମୌଖିତ ପରୀକ୍ଷା ଦେବାକୁ ପଡ଼ିବ। ଏଥିପାଇଁ ଦରଖାସ୍ତ ଆବେଦନ କରିବା ତାରିଖ ଅକ୍ଟୋବର ୨୮ରୁ ଆରମ୍ଭ ହୋଇଥିବା ବେଳେ ଏହା ଡିସେମ୍ବର ୨୦ ତାରିଖରେ ଶେଷ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe