Advertisment

ନିଟ୍‌ର ୫୮ଟି ଆସିଷ୍ଟାଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଦରମା ୩୯୦୦୦

ନୂଆଦିଲ୍ଲୀ : ନିଟ୍‌ (National Institutes of Technology)ର ଅଗରତାଲାରେ ଖାଲି ପଡ଼ିଥିବା ୫୮ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନାକାରୀ ଅନଲାଇନ୍‌ରେ ଆବେଦନ କରିପାରିବେ। ନିଟ୍‌ରେ ୧୫ଟି ବିଭାଗରେ ଥିବା ବିଷୟବସ୍ତୁ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ୨୫ ଫେବୃଆରୀ ଆବେଦନର ଶେଷ ତାରିଖ ରହିଛି। ମୋଟ ପଦବୀ ଓ ଏହାର ସଂଖ୍ୟା ମୋଟ ପଦବୀ – ୫୮ ବାୟୋ ଇଞ୍ଜିନିୟରିଂ- […]

ନିଟ୍‌ର ୫୮ଟି ଆସିଷ୍ଟାଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଦରମା ୩୯୦୦୦

nit

Advertisment

ନୂଆଦିଲ୍ଲୀ : ନିଟ୍‌ (National Institutes of Technology)ର ଅଗରତାଲାରେ ଖାଲି ପଡ଼ିଥିବା ୫୮ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନାକାରୀ ଅନଲାଇନ୍‌ରେ ଆବେଦନ କରିପାରିବେ।

Advertisment

ନିଟ୍‌ରେ ୧୫ଟି ବିଭାଗରେ ଥିବା ବିଷୟବସ୍ତୁ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ୨୫ ଫେବୃଆରୀ ଆବେଦନର ଶେଷ ତାରିଖ ରହିଛି।

ମୋଟ ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ - ୫୮

ବାୟୋ ଇଞ୍ଜିନିୟରିଂ- ୨

କେମିକାଲ୍‌ ଇଞ୍ଜିନିୟରିଂ -୧

ସିଭିଲ୍‌ ଇଞ୍ଜିନିୟରିଂ- ୮

କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ- ୮

ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ -୯

ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ପ୍ୟୁଟର ଇଞ୍ଜିନିୟରିଂ -୬

ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଷ୍ଟ୍ରୁମେଣ୍ଟସ୍‌ ଇଞ୍ଜିନିୟରିଂ -୪

ମେକାନିକାଲ୍‌ ଇଞ୍ଜିନିୟରିଂ- ୮

ପ୍ରଡକ୍ସନ୍‌ ଇଞ୍ଜିନିୟରିଂ - ୩

ରସାୟନ ବିଜ୍ଞାନ- ୨

ଗଣିତ - ୧

ଭୌତିକ ବିଜ୍ଞାନ- ୨

ମ୍ୟାନେଜମେଣ୍ଟ ଆଣ୍ଡ ସୋଶାଲ ସାଇନ୍ସେସ୍‌- ୧

ମାଷ୍ଟର ଅଫ୍‌ କମ୍ପ୍ୟୁଟର ଏପ୍ଲିକେଶନ୍‌- ୧

ଯୋଗ୍ୟତା ଓ ବୟସସୀମା

ଏହିସବୁ ପଦବୀ ପାଇଁ ଆବେଦକାରୀଙ୍କର ଗ୍ରାଜୁଏଟ୍‌ ଓ ମାଷ୍ଟରଡିଗ୍ରୀ ରହିଥିବା ଆବଶ୍ୟକ। ଆହୁରି ମଧ୍ୟ ପିଏଚ୍‌ଡି ଡିଗ୍ରୀ ସହିତ ୩ ବର୍ଷର ଅଭିଜ୍ଞତା ଆବଶ୍ୟକ।

Advertisment

ସର୍ବନିମ୍ନ ବୟସ ୩୦ ବର୍ଷ

କିନ୍ତୁ ପିଏଚ୍‌ଡି ଡିଗ୍ରୀର ୩ ବର୍ଷର ଅଭିଜ୍ଞତା ଥିଲେ ସର୍ବାଧିକ ବୟସ ୩୮ ବର୍ଷ ରଖାଯାଇଛି।

ମନୋନୀତ ପ୍ରାର୍ଥୀଙ୍କୁ ମାସିକ ଦରମା ୧୫,୬୦୦ରୁ ୩୯,୧୦୦ ଟଙ୍କା ମିଳିବା ସହିତ ଗ୍ରେଡ୍‌ ପେ ୬୦୦୦ ଟଙ୍କା ମିଳିବ।

ଅଧିକ ସୂଚନା ପାଇଁ ନିଟ୍‌ର ଅଫିସିଆଲ୍ ୱେବସାଇଟ୍‌ www.nita.ac.in ରେ ଲଗ୍‌ ଇନ୍‌ କରନ୍ତୁ। ପେଜ୍‌ ଖୋଲିବା ପରେ ନ୍ୟୁଜ୍‌ ସେକସନ୍‌ରେ ଥିବା Faculty recruitment noticeରେ କ୍ଲିକ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe