Advertisment

ଏନ୍‌ଏମ୍‌ଡିସିର ୩୦୪ ପଦବୀ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ:କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଭାରତର ସରକାର ଅଧିନରେ ଥିବା ନବରତ୍ନ କମ୍ପାନୀ ଏନ୍‌ଏମ୍‌ଡିସି  ଲିମିଟେଡ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଫିଲ୍ଡ ଆସିସଷ୍ଟାଣ୍ଟ, ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ, ବ୍ଲାଷ୍ଟର ଗ୍ରେଡ-୨ ଏବଂ ଏମ୍‌ସିଓ ଗ୍ରେଡ-୩ରେ ଖାଲି ପଡିଥିବା ୩୦୪ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଏହି ସବୁ ପଦବୀ ପାଇଁ କିଭଳି କରିବେ ଆବେଦନ ଜାଣନ୍ତୁ। ମୋଟ ପଦବୀ ଫିଲ୍ଡ ଆସିଷ୍ଟାଣ୍ଟ-୬୫ ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ(ଟ୍ରନି ମେକାନିକଲ) -୧୪୮ ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ(ଟ୍ରନି ଇଲେକ୍ଟ୍ରିକଲ) -୮୧ […]

ଅଦ୍ୟତନ ହୋଇଛି
ଏନ୍‌ଏମ୍‌ଡିସିର ୩୦୪ ପଦବୀ ପାଇଁ ବିଜ୍ଞପ୍ତି ଜାରି

NMDC

Advertisment

ନୂଆଦିଲ୍ଲୀ:କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଭାରତର ସରକାର ଅଧିନରେ ଥିବା ନବରତ୍ନ କମ୍ପାନୀ ଏନ୍‌ଏମ୍‌ଡିସି  ଲିମିଟେଡ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଫିଲ୍ଡ ଆସିସଷ୍ଟାଣ୍ଟ, ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ, ବ୍ଲାଷ୍ଟର ଗ୍ରେଡ-୨ ଏବଂ ଏମ୍‌ସିଓ ଗ୍ରେଡ-୩ରେ ଖାଲି ପଡିଥିବା ୩୦୪ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଏହି ସବୁ ପଦବୀ ପାଇଁ କିଭଳି କରିବେ ଆବେଦନ ଜାଣନ୍ତୁ।

Advertisment

ମୋଟ ପଦବୀ

ଫିଲ୍ଡ ଆସିଷ୍ଟାଣ୍ଟ-୬୫

ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ(ଟ୍ରନି ମେକାନିକଲ) -୧୪୮

ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ(ଟ୍ରନି ଇଲେକ୍ଟ୍ରିକଲ) -୮୧

ବ୍ଲାଷ୍ଟର ଗ୍ରେଡ-୨(ଟ୍ରେନି)-୧

ଏମ୍‌ସିଓ ଗ୍ରେଡ-୨(ଟ୍ରେନି)-୯

ବୟସ ସୀମା: ଏହି ସମସ୍ତ ପୋଷ୍ଟଗୁଡିକ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ 30 ବର୍ଷରେ ସ୍ଥିର କରାଯାଇଛି | ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସ ଆରାମ ପ୍ରଦାନ କରାଯାଇଛି।

ଆବେଦନ ଫି’

ଜେନେରାଲ କ୍ୟାଟୋଗରୀ ଓ ଅନ୍ୟମାନଙ୍କ ପାଇଁ ୧୫୦ ଟଙ୍କା

ଏସ୍‌ସି/ଏସ୍‌ଟି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା

କେମିତି କରିବେ ଆବେଦନ?

ଆଶାୟୀ ପ୍ରାର୍ଥୀ ଏଥିପାଇଁ ଅନ୍‌ଲାଇନ www.nmdc.co.in ତଥା ଅଫଲାଇନ୍‌ରେ ମଧ୍ୟ ଆବେଦନ କରପାରିବେ। ଅଫଲାଇନ୍‌ରେ ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୫ ରହିଥିବା ବେଳେ ଅନ୍‌ଲାଇନ୍‌ରେ ମାର୍ଚ୍ଚ ୩୧ ଯାଏଁ ରହିଛି। ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୧୧ ତାରିଖଠାରୁ ଆଶାୟୀ ପାର୍ଥୀ ଅନ୍‌ଲାଇନେ ଆବେଦନ କରିପାରିବେ।

Advertisment

ଅଫ୍‌ଲାଇନରେ ଆବେଦନ କରିବା ଠିକଣା: ପୋଷ୍ଟବକ୍ସ ନଂ-୧୩୮୨, ପୋଷ୍ଟ- ହୁମାୟୁଂ ନଗର, ହାଇଦ୍ରାବାଦ, ତେଲେଙ୍ଗାନା, ପିନ୍-୫୦୦୦୨୮

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe