BTech ପିଲାଙ୍କ ପାଇଁ NTPCରେ ଚାକିରି ସୁଯୋଗ, ଖୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ପିଲାଙ୍କ ପାଇଁ ଖୁସି ଖବର। ନ୍ୟାସନାଲ ଥର୍ମାଲ ପାୱାର୍‌ କର୍ପୋରେସନ ଲମିଟେଡ୍‌ରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଏନ୍‌ଟିପିସିର ଅଫିସିଆଲ୍‌ ୱେବସାଇଟ୍‌ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୯ ଜୁଲାଇ ରହିଛି। ମୋଟ ପଦବୀ-୬୦ ଶିକ୍ଷାଗତ ଯୋଗ୍ୟତା- ଇଚ୍ଛୁକ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ଅତିକମରେ ୬୦% ମାର୍କ ସହିତ BE / BTech ଡିଗ୍ରୀ […]

ntpc

ntpc

Madhupriya Mistry
  • Published: Thursday, 21 July 2022
  • Updated: 21 July 2022, 06:14 PM IST

Sports

Latest News

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ପିଲାଙ୍କ ପାଇଁ ଖୁସି ଖବର। ନ୍ୟାସନାଲ ଥର୍ମାଲ ପାୱାର୍‌ କର୍ପୋରେସନ ଲମିଟେଡ୍‌ରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଏନ୍‌ଟିପିସିର ଅଫିସିଆଲ୍‌ ୱେବସାଇଟ୍‌ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୯ ଜୁଲାଇ ରହିଛି।

ମୋଟ ପଦବୀ-୬୦

Vacancy

ଶିକ୍ଷାଗତ ଯୋଗ୍ୟତା- ଇଚ୍ଛୁକ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ଅତିକମରେ ୬୦% ମାର୍କ ସହିତ BE / BTech ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। କିଛି ପଦବୀ ପାଇଁ ME / M.Tech ଡିଗ୍ରୀ ଥିବା ପ୍ରାର୍ଥୀଙ୍କ ଆବଶ୍ୟକତା ମଧ୍ୟ ରହିଛି।  ଯୋଗ୍ୟତା ମାନଦଣ୍ଡ ଯାଞ୍ଚ କରିବାକୁ, ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍କୁ ଯାଇ ଚେକ୍‌ କରିପାରିବେ।

ବୟସ ସୀମା- ୩୫ ବର୍ଷ। SC/ST ବର୍ଗର ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଯାଏଁ ବୟସ ସୀମା କୋହଳ କରାଯାଇଛି। ସେହିପରି OBC ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ୩ ବର୍ଷ କୋହଳ କରାଯାଇଛି।

ଆବେଦନ ଫି'- ସାଧାରଣ ବର୍ଗ/OCB/EWS ବର୍ଗୀ ପ୍ରାର୍ଥୀ ଆବେଦନ ଫି' ୩୦୦ ଟଙ୍କା ରହିଛି। SC/ST/PwBD ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି' ଛାଡ କରାଯାଇଛି।

କିଭଳି କରିବେ ଆବେଦନ?
- ପ୍ରଥମେ NTPCର ଅଫିସିଆଲ ୱେବସାଇଟ୍‌ https://careers.ntpc.co.in କୁ ଯାଆନ୍ତୁ।

- ଏହାପରେ ୱେବସାଇଟ୍‌ର ଜବ୍‌ ପେଜ୍‌ରେ କ୍ଲିକ୍‌ କରନ୍ତୁ।

- ଆବେଦନ କରିବାକୁ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରି ଆବେଦନ ଫର୍ମ ପୂରଣ କରନ୍ତୁ ।

- ଆବେଦନ ଫି' ଦେଇ ସମସ୍ତ ଆବଶ୍ୟକ ଦସ୍ତାବିଜ ଅପଲୋଡ କରନ୍ତୁ।

ଅଧିକ ତଥ୍ୟ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରନ୍ତୁ ।

click HERE for official notification

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story