Advertisment

BTech ପିଲାଙ୍କ ପାଇଁ NTPCରେ ଚାକିରି ସୁଯୋଗ, ଖୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ପିଲାଙ୍କ ପାଇଁ ଖୁସି ଖବର। ନ୍ୟାସନାଲ ଥର୍ମାଲ ପାୱାର୍‌ କର୍ପୋରେସନ ଲମିଟେଡ୍‌ରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଏନ୍‌ଟିପିସିର ଅଫିସିଆଲ୍‌ ୱେବସାଇଟ୍‌ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୯ ଜୁଲାଇ ରହିଛି। ମୋଟ ପଦବୀ-୬୦ ଶିକ୍ଷାଗତ ଯୋଗ୍ୟତା- ଇଚ୍ଛୁକ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ଅତିକମରେ ୬୦% ମାର୍କ ସହିତ BE / BTech ଡିଗ୍ରୀ […]

ଅଦ୍ୟତନ ହୋଇଛି
BTech ପିଲାଙ୍କ ପାଇଁ NTPCରେ ଚାକିରି ସୁଯୋଗ, ଖୀଘ୍ର କରନ୍ତୁ ଆବେଦନ

ntpc

Advertisment

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ପିଲାଙ୍କ ପାଇଁ ଖୁସି ଖବର। ନ୍ୟାସନାଲ ଥର୍ମାଲ ପାୱାର୍‌ କର୍ପୋରେସନ ଲମିଟେଡ୍‌ରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଏନ୍‌ଟିପିସିର ଅଫିସିଆଲ୍‌ ୱେବସାଇଟ୍‌ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୯ ଜୁଲାଇ ରହିଛି।

Advertisment

ମୋଟ ପଦବୀ-୬୦

Vacancy

ଶିକ୍ଷାଗତ ଯୋଗ୍ୟତା-ଇଚ୍ଛୁକ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ଅତିକମରେ ୬୦% ମାର୍କ ସହିତ BE / BTech ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। କିଛି ପଦବୀ ପାଇଁ ME / M.Tech ଡିଗ୍ରୀ ଥିବା ପ୍ରାର୍ଥୀଙ୍କ ଆବଶ୍ୟକତା ମଧ୍ୟ ରହିଛି।  ଯୋଗ୍ୟତା ମାନଦଣ୍ଡ ଯାଞ୍ଚ କରିବାକୁ, ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍କୁ ଯାଇ ଚେକ୍‌ କରିପାରିବେ।

ବୟସ ସୀମା- ୩୫ ବର୍ଷ। SC/ST ବର୍ଗର ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଯାଏଁ ବୟସ ସୀମା କୋହଳ କରାଯାଇଛି। ସେହିପରି OBC ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ୩ ବର୍ଷ କୋହଳ କରାଯାଇଛି।

Advertisment

ଆବେଦନ ଫି'- ସାଧାରଣ ବର୍ଗ/OCB/EWS ବର୍ଗୀ ପ୍ରାର୍ଥୀ ଆବେଦନ ଫି' ୩୦୦ ଟଙ୍କା ରହିଛି। SC/ST/PwBD ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି' ଛାଡ କରାଯାଇଛି।

କିଭଳି କରିବେ ଆବେଦନ?
- ପ୍ରଥମେ NTPCର ଅଫିସିଆଲ ୱେବସାଇଟ୍‌ https://careers.ntpc.co.in କୁ ଯାଆନ୍ତୁ।

- ଏହାପରେ ୱେବସାଇଟ୍‌ର ଜବ୍‌ ପେଜ୍‌ରେ କ୍ଲିକ୍‌ କରନ୍ତୁ।

- ଆବେଦନ କରିବାକୁ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରି ଆବେଦନ ଫର୍ମ ପୂରଣ କରନ୍ତୁ ।

- ଆବେଦନ ଫି' ଦେଇ ସମସ୍ତ ଆବଶ୍ୟକ ଦସ୍ତାବିଜ ଅପଲୋଡ କରନ୍ତୁ।

ଅଧିକ ତଥ୍ୟ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରନ୍ତୁ ।

click HERE for official notification

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe