Advertisment

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

କଟକ (ଓଡ଼ିଶା ରିପୋର୍ଟର):  ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୯୨ଟି ବିଭିନ୍ନ ପଦପଦବି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରିଛି ଓପିଏସସି। ୩୯୨ ପଦବିରୁ ୧୨୮ଟି ପଦବି ପାଇଁ ସଂରକ୍ଷିତ ରହିଛି। ଆଶାୟୀ ପ୍ରାର୍ଥୀମାନେ ଫେବୃଆରୀ ୧୨ ତାରିଖରୁ ଆବେଦନ କରିବା ପାରିବେ। ଫେବୃଆରୀ ୧୮ ଆବେଦନର ଶେଷ ତାରିଖ ରହିଛି। ରାଜ୍ୟରେ ୫ଟି ଜୋନରେ ଏହି ପରୀକ୍ଷା ହେବ। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ୱଲପୁରରେ ପରୀକ୍ଷା […]

ଅଦ୍ୟତନ ହୋଇଛି
ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

opsc

Advertisment

କଟକ (ଓଡ଼ିଶା ରିପୋର୍ଟର):  ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୯୨ଟି ବିଭିନ୍ନ ପଦପଦବି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରିଛି ଓପିଏସସି। ୩୯୨ ପଦବିରୁ ୧୨୮ଟି ପଦବି ପାଇଁ ସଂରକ୍ଷିତ ରହିଛି। ଆଶାୟୀ ପ୍ରାର୍ଥୀମାନେ ଫେବୃଆରୀ ୧୨ ତାରିଖରୁ ଆବେଦନ କରିବା ପାରିବେ। ଫେବୃଆରୀ ୧୮ ଆବେଦନର ଶେଷ ତାରିଖ ରହିଛି। ରାଜ୍ୟରେ ୫ଟି ଜୋନରେ ଏହି ପରୀକ୍ଷା ହେବ। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ୱଲପୁରରେ ପରୀକ୍ଷା କେନ୍ଦ୍ର ରହିଛି।

Advertisment

ଏହି ପରୀକ୍ଷାରେ ଯୋଗ୍ୟ ବିବେଚିତ ପ୍ରାର୍ଥୀ ଓଡ଼ିଶା ପ୍ରଶାସନିକ ସେବା, ଓଡ଼ିଶା ଅର୍ଥନୀତିକ ସେବା, ଓଡ଼ିଶା ପୁଲିସ ସେବା, ଓଡ଼ିଶା କୋପରେଟିଭ୍ ସେବା, ଓଡ଼ିଶା ରାଜସ୍ୱ ସେବା, ଓଡ଼ିଶା ଟ୍ୟାକ୍ସେସନ୍ ଏବଂ ଆକାଉଣ୍ଟସ୍ ସର୍ଭିସେସରେ ଖାଲି ଥିବା ପଦ ପଦବୀରେ ନିଯୁକ୍ତ ହେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe