Advertisment

OPGCରେ ଗ୍ରାଜୁଏଟ୍ ପିଲାଙ୍କୁ ଚାକିରି ସୁଯୋଗ, ଦରମା ୭୦,୦୦୦

ଭୁବନେଶ୍ୱର: ଓଡ଼ିଶା ପାୱାର୍ ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍‌ OPGCରେ ଚାକିରି ସୁଯୋଗ । ଗ୍ରାଜୁଏଟ୍ ଇଂଜିନିୟର୍ ଟ୍ରେନି ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଯୋଗ୍ୟ ପ୍ରାର୍ଥୀ GET-୨୦୨୩ ସ୍କୋର ମାଧ୍ୟମରେ ମେକାନିକାଲ୍ / ଇଲେକ୍ଟ୍ରିକାଲ୍ / ଇନଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟରିଂ ବିଭାଗରେ ନିୟୋଜିତ ହେବେ। ମୋଟ ପଦବୀ-୨୦ ମେକାନିକଲ- ୧୦ ଇଲେକ୍ଟ୍ରିକାଲ-୫ ଇନ୍‌ଷ୍ଟ୍ରିମେଣ୍ଟେସନ୍‌-୫ ମାସିକ ଦରମା- ୭୦,୦୦୦। ଯୋଗ୍ୟ ପ୍ରାର୍ଥୀଙ୍କୁ ଷ୍ଟାଇପେଣ୍ଡ ରୂପେ ଏହି ଦରମା ମିଳିବ । ଇ-୧ ଗ୍ରେଡ୍‌ରେ ଚୟନ ହେବା ପରେ ବାର୍ଷିକ […]

ଅଦ୍ୟତନ ହୋଇଛି
OPGCରେ ଗ୍ରାଜୁଏଟ୍ ପିଲାଙ୍କୁ ଚାକିରି ସୁଯୋଗ, ଦରମା ୭୦,୦୦୦

OPGC

Advertisment

ଭୁବନେଶ୍ୱର: ଓଡ଼ିଶା ପାୱାର୍ ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍‌ OPGCରେ ଚାକିରି ସୁଯୋଗ । ଗ୍ରାଜୁଏଟ୍ ଇଂଜିନିୟର୍ ଟ୍ରେନି ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଯୋଗ୍ୟ ପ୍ରାର୍ଥୀ GET-୨୦୨୩ ସ୍କୋର ମାଧ୍ୟମରେ ମେକାନିକାଲ୍ / ଇଲେକ୍ଟ୍ରିକାଲ୍ / ଇନଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟରିଂ ବିଭାଗରେ ନିୟୋଜିତ ହେବେ।

Advertisment

ମୋଟ ପଦବୀ-୨୦
ମେକାନିକଲ- ୧୦
ଇଲେକ୍ଟ୍ରିକାଲ-୫
ଇନ୍‌ଷ୍ଟ୍ରିମେଣ୍ଟେସନ୍‌-୫

ମାସିକ ଦରମା- ୭୦,୦୦୦। ଯୋଗ୍ୟ ପ୍ରାର୍ଥୀଙ୍କୁ ଷ୍ଟାଇପେଣ୍ଡ ରୂପେ ଏହି ଦରମା ମିଳିବ । ଇ-୧ ଗ୍ରେଡ୍‌ରେ ଚୟନ ହେବା ପରେ ବାର୍ଷିକ ୧୦ ଲକ୍ଷ ଟଙ୍କା ଦରମା ମିଳିବ। ଏଥିସହ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରାର୍ଥୀ ପାଇପାରିବେ।

କିଭଳି କରିବେ ଆବେଦନ?
OPGCର ଅନ୍‌ଲାଇନ୍ ୱେବ୍‌ସାଇଟ୍ www.ofrac.co.in ରେ ପ୍ରାର୍ଥୀମାନେ ଆବେଦନ କରିପାରିବେ। ମାର୍ଚ୍ଚ ୨୩ ଅନ୍‌ଲାଇନ୍ ଆପ୍ଲିକେସନ୍ ଆରମ୍ଭ ହେବ। ଏପ୍ରିଲ ୨୨ ଆପ୍ଲିକେସନ୍ ଫି’ ଆବେଦନର ଶେଷ ତାରିଖ ଥିବା ବେଳେ ଏପ୍ରିଲ ୩୦ ଫର୍ମ ଆବେଦନର ଶେଷ ତାରିଖ ରହିଛି।

Advertisment

ଅଧିକ ତଥ୍ୟ ଜାଣିବା ପାଇଁ ଓପିଜିସିର ଅନ୍‌ଲାଇନ୍ ୱେବ୍‌ସାଇଟ୍‌କୁ ଯାଇ କ୍ଲିକ୍ କରି ଜାଣିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe