Advertisment

OPGCରେ ଚାକିରି ସୁଯୋଗ, ୩୭ଟି ପଦବୀ ପାଇଁ କରିପାରିବେ ଆବେଦନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର।  ଓଡ଼ିଶା ସରକାରଙ୍କ ଓଡ଼ିଶା ପାୱାର ଜେନେରେସନ୍‌ କର୍ପୋରେସନ୍‌ ଲିମିଟେଡ୍‌ ତଥା ଓପିଜିସିରେ ଖାଲି ପଡିଥିବା ବିଭିନ୍ନ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍‌ ୱେବ୍‌ ସାଇଟ୍‌କୁ ଯାଇ ଏଠାରେ ଆବେଦନ କରିପାରିବେ। ମୋଟ ପଦବୀ-୩୭ ଆସିଷ୍ଟାଣ୍ଟ ମ୍ୟାନେଜର (ଅପରେସନ୍‌)- ୧୫ ଆସିଷ୍ଟାଣ୍ଟ ମ୍ୟାନେଜର- ଓ ଆଣ୍ଡ ଏମ୍‌ (ମେକାନିକଲ)-୭ ଆସିଷ୍ଟାଣ୍ଟ ମ୍ୟାନେଜର- ଓ […]

ଅଦ୍ୟତନ ହୋଇଛି
OPGCରେ ଚାକିରି ସୁଯୋଗ, ୩୭ଟି ପଦବୀ ପାଇଁ କରିପାରିବେ ଆବେଦନ

OPGC

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର।  ଓଡ଼ିଶା ସରକାରଙ୍କ ଓଡ଼ିଶା ପାୱାର ଜେନେରେସନ୍‌ କର୍ପୋରେସନ୍‌ ଲିମିଟେଡ୍‌ ତଥା ଓପିଜିସିରେ ଖାଲି ପଡିଥିବା ବିଭିନ୍ନ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍‌ ୱେବ୍‌ ସାଇଟ୍‌କୁ ଯାଇ ଏଠାରେ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୩୭

ଆସିଷ୍ଟାଣ୍ଟ ମ୍ୟାନେଜର (ଅପରେସନ୍‌)- ୧୫

ଆସିଷ୍ଟାଣ୍ଟ ମ୍ୟାନେଜର- ଓ ଆଣ୍ଡ ଏମ୍‌ (ମେକାନିକଲ)-୭

ଆସିଷ୍ଟାଣ୍ଟ ମ୍ୟାନେଜର- ଓ ଆଣ୍ଡ ଏମ୍‌ (ମେକାନିକଲ)-ସିଏଚ୍‌ପି-୨

ଆସିଷ୍ଟାଣ୍ଟ ମ୍ୟାନେଜର- ଓ ଆଣ୍ଡ ଏମ୍‌ (ମେକାନିକଲ)-ଏଏଚ୍‌ପି-୨

ଆସିଷ୍ଟାଣ୍ଟ ମ୍ୟାନେଜର- ଓ ଆଣ୍ଡ ଏମ୍‌ (ଇଲେକ୍ଟ୍ରିକାଲ)- ୫

ଆସିଷ୍ଟାଣ୍ଟ ମ୍ୟାନେଜର- ଓ ଆଣ୍ଡ ଏମ୍‌ (ଇଲେକ୍ଟ୍ରିକାଲ)- ସିଏଚ୍‌ପି-୨

ଆସିଷ୍ଟାଣ୍ଟ ମ୍ୟାନେଜର- ଓ ଆଣ୍ଡ ଏମ୍‌ (ଇଲେକ୍ଟ୍ରିକାଲ/ମେକାନିକଲ)- ସି ଆଣ୍ଡ ଆର୍‌ଏ-୧

ଆସିଷ୍ଟାଣ୍ଟ ମ୍ୟାନେଜର- ଓ ଆଣ୍ଡ ଏମ୍‌ (ସି ଆଣ୍ଡ ଆଇ)- ୩

ମାସିକ ଦରମା- ବଜାରରେ ପ୍ରଚଳିତ ନିୟମ ଅନୁସାରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଦରମା ଦିଆଯିବ। ଏଥିସହ ପ୍ରାର୍ଥୀଙ୍କ କାର୍ଯ୍ୟଦକ୍ଷତାକୁ ଦେଖି ଚାକିରିକୁ ନିୟମିତ କରାଯିବ।

Advertisment

ବୟସ ସୀମା- ସର୍ବାଧିକ ୪୧ ବର୍ଷ

ଏହି ସବୁ ପଦବୀ ପାଇଁ ଥିବା ଶିକ୍ଷାଗତ ଯୋଗ୍ୟତା ଲାଗି ଅଫିସିଆଲ୍‌ ୱେବସାଇଟ୍‌ରେ କ୍ଲିକ କରି ଦେଖିପାରିବେ।

କିଭଳି କରିବେ ଆବେଦନ?
ଇଚ୍ଛୁକ ପ୍ରାର୍ଥୀ ଓପିଜିସିର ଅଫିସିଆଲ ୱେବ ସାଇଟ୍‌ https://opgc.co.in/opgc_recruitment/frmCareeer.aspx ରେ ଲଗ୍‌ ଇନ୍‌ କରି ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୨୬ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe