/odisha-reporter/media/post_attachments/uploads/2022/07/56.jpg)
OPSC
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଆଜି ଓଡ଼ିଶା ପ୍ରଶାସନିକ ସେବାର ୬୮୩ଟି ପଦବୀ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ୨୯ଟି ପଦବୀ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୧୪ଟି ଏକ୍ସ ସର୍ଭିସମ୍ୟାନ୍ ଓ ୭ଟି କ୍ରୀଡାବିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି।
Advertisment
ଏହି ପଦବୀ ନିମନ୍ତେ ଜାନୁଆରୀ ୧୭ରୁ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଏହି ପଦବୀ ଉଭୟ ଗ୍ରୁପ୍ -ଏ ଓ ବି ବର୍ଗ ପାଇଁ ଉଦ୍ଦିଷ୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
