Advertisment

ଓଡ଼ିଶା ପ୍ରଶାସନିକ ସେବାର ୬୮୩ଟି ପଦବୀ ନିମନ୍ତେ ବିଜ୍ଞପ୍ତି ଜାରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଆଜି ଓଡ଼ିଶା ପ୍ରଶାସନିକ ସେବାର ୬୮୩ଟି ପଦବୀ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ୨୯ଟି ପଦବୀ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୧୪ଟି ଏକ୍ସ ସର୍ଭିସମ୍ୟାନ୍ ଓ ୭ଟି କ୍ରୀଡାବିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ପଦବୀ ନିମନ୍ତେ ଜାନୁଆରୀ ୧୭ରୁ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଏହି ପଦବୀ ଉଭୟ ଗ୍ରୁପ୍ -ଏ ଓ ବି ବର୍ଗ […]

ଏଣିକି ଓଡ଼ିଆ ଭାଷାରେ ପରୀକ୍ଷା ଓ ସାକ୍ଷାତକାର: ନିୟାମାବଳୀକୁ ଅନୁମୋଦନ

OPSC

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଆଜି ଓଡ଼ିଶା ପ୍ରଶାସନିକ ସେବାର ୬୮୩ଟି ପଦବୀ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ୨୯ଟି ପଦବୀ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୧୪ଟି ଏକ୍ସ ସର୍ଭିସମ୍ୟାନ୍ ଓ ୭ଟି କ୍ରୀଡାବିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି।

Advertisment

ଏହି ପଦବୀ ନିମନ୍ତେ ଜାନୁଆରୀ ୧୭ରୁ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଏହି ପଦବୀ ଉଭୟ ଗ୍ରୁପ୍ -ଏ ଓ ବି ବର୍ଗ ପାଇଁ ଉଦ୍ଦିଷ୍ଟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe