ଓଟିଇଟି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି

କଟକ:  ଏପ୍ରିଲ ୯ ତାରିଖରେ ହେବ ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା। ଏଥିପାଇଁ ଆଡମିଟ୍ କାର୍ଡ ଜାରି କରିଛି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ବିଏସଇ)। ଆଜି ସକାଳ ୧୦ଟାରୁ Board Of Secondary Education, Odisha (bseodisha.ac.in)ରେ ଆଡମିଟ୍‌ କାର୍ଡ ଉପଲବ୍ଧ‌ ହେଉଛି। ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀ ସଂପୃକ୍ତ ଓ୍ୱେବସାଇଟକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ। ମୋଟ୍ ୪୯୧ଟି ପରୀକ୍ଷା କେନ୍ଦ୍ରରେ ଏହି ଓଟିଇଟି ପରୀକ୍ଷା ହେବ। କରୋନା […]

otet-exam

otet-exam

Subhransu Sekhar
  • Published: Thursday, 01 April 2021
  • Updated: 01 April 2021, 03:24 PM IST

Sports

Latest News

କଟକ:  ଏପ୍ରିଲ ୯ ତାରିଖରେ ହେବ ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା। ଏଥିପାଇଁ ଆଡମିଟ୍ କାର୍ଡ ଜାରି କରିଛି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ବିଏସଇ)। ଆଜି ସକାଳ ୧୦ଟାରୁ Board Of Secondary Education, Odisha (bseodisha.ac.in)ରେ ଆଡମିଟ୍‌ କାର୍ଡ ଉପଲବ୍ଧ‌ ହେଉଛି। ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀ ସଂପୃକ୍ତ ଓ୍ୱେବସାଇଟକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ। ମୋଟ୍ ୪୯୧ଟି ପରୀକ୍ଷା କେନ୍ଦ୍ରରେ ଏହି ଓଟିଇଟି ପରୀକ୍ଷା ହେବ।

କରୋନା ମହାମାରୀ ଭିତରେ ଏହି ପରୀକ୍ଷା ଅଫ୍ ଲାଇନ ମୋଡରେ ହେବ। ଅର୍ଥାତ୍ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହି ସମୟରେ ସାମାଜିକ ଦୂରତା ଅବଲମ୍ୱନ ହେବ। ପରୀକ୍ଷାର୍ଥୀ ସାନିଟାଇଜର ଏବଂ ମାସ୍କ ପିନ୍ଧି ପରୀକ୍ଷା ଦେବାକୁ ଆସିବେ।

ମୋଟ୍ ଦୁଇଟି ପେପରରେ ପରୀକ୍ଷା ହେବ। ଦୁଇଟି ଯାକ ପେପର ଗୋଟିଏ ଦିନରେ ହେବ। ପ୍ରଥମ ପେପର ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟା ୩୦ରେ ଶେଷ ହେବ। ଦ୍ୱିତୀୟ ପେପର ପରୀକ୍ଷା ୧୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ରେ ଶେଷ ହେବ।

ମୋଟ୍‌ ୧ ଲକ୍ଷ ୨୫ ହଜାର ୮୮୦ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ ବୋଲି ସୂଚନା ରହିଛି। ପ୍ରଥମ ପେପର ପାଇଁ ୭୨ ହଜାର ୪୭୭ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଦ୍ୱିତୀୟ ପେପର ପାଇଁ ୫୩ ହଜାର ୪୦୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story