Advertisment

PMC Recruitment: ମେଡିକାଲ ଅଫିସର୍ ସମେତ ୪୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ପୁଣେ ମ୍ୟୁନିସିପାଲ କର୍ପୋରେସନର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ମେଡିକାଲ ଅଫିସର, ନର୍ସିଂ, ଏଏନ୍‌ଏମ୍‌ ଏବଂ ଅନ୍ୟ ବିଭାଗରେ ଖାଲି ପଡିଥିବା ୪୦୦ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ମୋଟ ପଦବୀ -ମେଡିକାଲ ଅଫିସର:୧୦୦ -ନର୍ସିଂ:୧୦୦ -ଏଏନ୍‌ଏମ୍‌:୧୦୦ -ଆୟା:୧୦୦ ଶିକ୍ଷାଗତ ଯୋଗ୍ୟତା: ୮ମ/୧୦ମ/ MSCIT / ANM /BAMS / MBBS ଯୋଗ୍ୟତାଧାରୀ ଏହି ସବୁ ପଦବୀ ପାଇଁ ଆବେଦନ କରିପାରିବେ। ବୟସ ସୀମା: ଆଶାୟୀ ପ୍ରାର୍ଥୀଙ୍କ ଅଧିକତମ ବୟସ […]

ଆସିଷ୍ଟାଣ୍ଟ ପ୍ରଫେସର, ଅଧ୍ୟାପକ ଓ ଅନ୍ୟାନ୍ୟ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ

Job Vacancy

Advertisment

ନୂଆଦିଲ୍ଲୀ: ପୁଣେ ମ୍ୟୁନିସିପାଲ କର୍ପୋରେସନର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ମେଡିକାଲ ଅଫିସର, ନର୍ସିଂ, ଏଏନ୍‌ଏମ୍‌ ଏବଂ ଅନ୍ୟ ବିଭାଗରେ ଖାଲି ପଡିଥିବା ୪୦୦ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି।

Advertisment

ମୋଟ ପଦବୀ

-ମେଡିକାଲ ଅଫିସର:୧୦୦

-ନର୍ସିଂ:୧୦୦

-ଏଏନ୍‌ଏମ୍‌:୧୦୦

-ଆୟା:୧୦୦

ଶିକ୍ଷାଗତ ଯୋଗ୍ୟତା: ୮ମ/୧୦ମ/ MSCIT / ANM /BAMS / MBBS ଯୋଗ୍ୟତାଧାରୀ ଏହି ସବୁ ପଦବୀ ପାଇଁ ଆବେଦନ କରିପାରିବେ।

ବୟସ ସୀମା: ଆଶାୟୀ ପ୍ରାର୍ଥୀଙ୍କ ଅଧିକତମ ବୟସ ୩୮ ବର୍ଷ ହୋଇଥିବା ଉଚିତ।

କିଭଳି କରିବେ ଆବେଦନ: ଯୋଗ୍ୟ ତଥା ଇଚ୍ଛୁକ ପ୍ରାର୍ଥୀ ପିଏମ୍‌ସିର ଅଫିସିଆଲ ୱେବସାଇଟ୍‌କୁ ଯାଇ ଉପରିସ୍ଥ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୨ ରହିଛି।

Advertisment
Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe