Advertisment

ମାଟ୍ରିକ ପାସ୍‌ଙ୍କ ପାଇଁ ସୁଯୋଗ, ରେଲୱେର ୬୮୦ ପଦବୀ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ରେଲୱେରେ ଚାକିରି ପାଇଁ ଇଚ୍ଛୁକ ରଖିଥିବା ମାଟ୍ରିକ୍‌ ପାସ୍‌ ବ୍ୟକ୍ତିଙ୍କ ପାଇଁ ବଡ ସୁଯୋଗ । ପଶ୍ଚିମ କେନ୍ଦ୍ରୀୟ ରେଲୱେ ତା’ର ବିଭିନ୍ନ କ୍ୟାଟେଗୋରୀରେ ୬୮୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି।  ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହି ପଦବୀ ପାଇଁ ପ୍ରାର୍ଥୀଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ। ଯୋଗ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ମାଟ୍ରିକ ମାର୍କସିଟ୍‌ ଅନୁଯାୟୀ ଚୟନ କରାଯିବ। ମୋଟ ପଦବୀ- ୬୮୦ ଫିଟର-୧୩୪, ଇଲେକ୍ଟ୍ରିସିଆନ-୧୮୧, କାରପେଣ୍ଟର-୨୮, ୱେଲ୍ଡର(ଗ୍ୟାସ୍‌ […]

ଅଦ୍ୟତନ ହୋଇଛି
ଆଜିଠାରୁ ଫୈଜାବାଦ ହେଲା ଅଯୋଧ୍ୟା କେଣ୍ଟ

Railway

Advertisment

ନୂଆଦିଲ୍ଲୀ: ରେଲୱେରେ ଚାକିରି ପାଇଁ ଇଚ୍ଛୁକ ରଖିଥିବା ମାଟ୍ରିକ୍‌ ପାସ୍‌ ବ୍ୟକ୍ତିଙ୍କ ପାଇଁ ବଡ ସୁଯୋଗ । ପଶ୍ଚିମ କେନ୍ଦ୍ରୀୟ ରେଲୱେ ତା'ର ବିଭିନ୍ନ କ୍ୟାଟେଗୋରୀରେ ୬୮୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି।  ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହି ପଦବୀ ପାଇଁ ପ୍ରାର୍ଥୀଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ। ଯୋଗ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ମାଟ୍ରିକ ମାର୍କସିଟ୍‌ ଅନୁଯାୟୀ ଚୟନ କରାଯିବ।

Advertisment

ମୋଟ ପଦବୀ- ୬୮୦

ଫିଟର-୧୩୪, ଇଲେକ୍ଟ୍ରିସିଆନ-୧୮୧, କାରପେଣ୍ଟର-୨୮, ୱେଲ୍ଡର(ଗ୍ୟାସ୍‌ ଏବଂ ଇଲେକ୍ଟ୍ରିକ୍)-୫୧, ପେଣ୍ଟର-୨, ଷ୍ଟେନୋଗ୍ରାଫର(ଇଂରାଜୀ)-୯, ଇଲେକ୍ଟ୍ରୋନିକ୍‌ ମେକାନିକ-୧୫, କେବୁଲ ଜଏଟଂର -୪, ଡିଜେଲ ମେକାନିକ-୪୯, ମେସିନ୍‌ ମେକାନିକ-୨୬, ବ୍ଲାକ ସ୍ମିଥ୍‌-୧୬, ସର୍ଭେୟର-୧୦, ଡ୍ରାଫ୍ଟସମ୍ୟାନ୍-୧୦, ଏସି ମେକାନିକ୍‌-୧୦, ମଶିନିଷ୍ଟ-୧୧ ଓ ଷ୍ଟେନୋଗ୍ରାଫର(ହିନ୍ଦୀ)-୦୯।

ଶିକ୍ଷାଗତ ଯୋଗ୍ୟତା:

ମାଟ୍ରିକ୍‌ ପାସ୍‌ ତଥା ଯୁକ୍ତ ୨ ପାସ୍‌। ମାଟ୍ରିକ ତଥା ଯୁକ୍ତ୨ରେ ସର୍ବନିମ୍ନ ୫୦% ମାର୍କ। ଫିଟର ଟ୍ରେଡ୍‌ରେ ଆଇଟିଆଇ(NCVT / SCVT)।

Advertisment

କେମିତି କରିବେ ଆବେଦନ:

ଏହି ସବୁ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେସାଇଟ୍‌  www.mponline.gov.in ରେ ଲଗ୍‌ଇନ୍‌ କରି ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ- ଏପ୍ରିଲ ୫

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe