ଭାରତୀୟ ରେଲୱେ ସହ ଯୋଡ଼ି ହେବା ପାଇଁ ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ସହ ଯୋଡ଼ି ହେବା ପାଇଁ ଏକ ଭଲ ସୁଯୋଗ ଆସିଛି। Diesel Locomotive Works Varanasi ଏହାର ITI 42nd Batch Apprenticeship ଏବଂ Non-ITI trades ଯଥା fitter, carpenter, machinist, welder ପୋଷ୍ଟ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।  ଆଗ୍ରହୀମାନେ ଏଥିପାଇଁ ଆବେଦନ କରିପାରିବେ। ତେବେ ଆବେଦନ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୯ ,୨୦୧୮। ଅଧିକ ବିବରଣୀ DLW – Indian Railways, Varanasi ସମୁଦାୟ […]

train

Sangita Sahoo
  • Published: Monday, 15 October 2018
  • , Updated: 15 October 2018, 04:24 PM IST

ନୂଆଦିଲ୍ଲୀ: ଭାରତୀୟ ରେଲୱେ ସହ ଯୋଡ଼ି ହେବା ପାଇଁ ଏକ ଭଲ ସୁଯୋଗ ଆସିଛି। Diesel Locomotive Works Varanasi ଏହାର ITI 42nd Batch Apprenticeship ଏବଂ Non-ITI trades ଯଥା fitter, carpenter, machinist, welder ପୋଷ୍ଟ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।  ଆଗ୍ରହୀମାନେ ଏଥିପାଇଁ ଆବେଦନ କରିପାରିବେ। ତେବେ ଆବେଦନ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୯ ,୨୦୧୮।

ଅଧିକ ବିବରଣୀ

DLW – Indian Railways, Varanasi ସମୁଦାୟ ୩୭୪ ନିଯୁକ୍ତି ବାହାର କରିଛି। ସେଥିମଧ୍ୟରୁ ଆଇଟିଆଇ ପୋଷ୍ଟ୍‌-300। ଆଇଟିଆଇ ପୋଷ୍ଟରେ Fitter-୧୦୭, Carpenter-୦୩, Painter- ୦୭, Machinist- ୬୭, Welder-୪୫, Electrician- ୭୧।

ଅନ୍ୟ ପୋଷ୍ଟ୍‌ (Non-ITI) - ୭୪ Fitter- ୩୦, Machinist- ୧୫,Welder- ୧୫ ଓ Electrician- ୧୮।

ଶିକ୍ଷାଗତ ଯୋଗ୍ୟତା: ଦଶମ ଓ ଦ୍ୱାଦଶ ପାସ କରିବା ସହ ଯେକୌଣସି ଟ୍ରେଡ୍‌ରେ ଆଇଟିଆଇ ପାସ କରିଥିବା ପିଲାମାନେ  ଆଇଟିଆଇ ପୋଷ୍ଟ ପାଇଁ ଆବେଦନ କରି ପାରିବେ।

ସେହିପରି ଓ ଦ୍ୱାଦଶ ପାସ୍‌ କରିଥିବା ବ୍ୟକ୍ତି Non-ITI ପୋଷ୍ଟ୍‌ ପାଇଁ ଆବେଦନ କରିପାଇବେ।

ବୟସ: ସର୍ବନିମ୍ନ୧୫ ବର୍ଷ ଓ ସର୍ବାଧିକ:୨୨ ବର୍ଷ ହୋଇଥିବା ଆବଶ୍ୟକ।

 

 

Related story