୧୦୫୪ଟି ଜୁନିଅର୍ ଇଞ୍ଜିନିୟର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ବାର୍ଷିକ ଦରମା ୪ ଲକ୍ଷ

ଜୟପୁର : ରାଜସ୍ଥାନ କର୍ମଚାରୀ ଚୟନ ବୋର୍ଡ ବା (RSMSSB) ପକ୍ଷରୁ ୧୦୫୪ଟି ଜୁନିଅର ଇଞ୍ଜିନିୟର୍‌ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସିଭିଲ୍‌, ଇଲେକ୍ଟ୍ରିରାଲ୍, ମେକାନିକାଲ୍‌ ଇଞ୍ଜିନିୟର୍‌ ଏଥିପାଇଁ ଆବେଦନ କରିପାରିବେ। RSMSSBର ଅଫିସିଆଲ୍‌ ୱେବସାଇଟ୍‌ରେ ଏହି ସମ୍ୱନ୍ଧୀୟ ନୋଟିଫିକେସନ୍‌ ଜାରି କରାଯାଇଛି। ମାର୍ଚ୍ଚ ୪ ତାରିଖରୁ ଆବେଦନ କରିବାକୁ ପଡ଼ିବ। ଏପ୍ରିଲ ୨ ଆବେଦନର ଶେଷ ତାରିଖ। ଯୋଗ୍ୟତା ଓ ବୟସସୀମା ଜୁନିଅର ଇଞ୍ଜିନିୟର୍‌ ପଦ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀଙ୍କ ପାଖରେ […]

JOB44

JOB44

Puspanjali Panda
  • Published: Friday, 14 February 2020
  • Updated: 14 February 2020, 01:33 PM IST

Sports

Latest News

ଜୟପୁର : ରାଜସ୍ଥାନ କର୍ମଚାରୀ ଚୟନ ବୋର୍ଡ ବା (RSMSSB) ପକ୍ଷରୁ ୧୦୫୪ଟି ଜୁନିଅର ଇଞ୍ଜିନିୟର୍‌ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସିଭିଲ୍‌, ଇଲେକ୍ଟ୍ରିରାଲ୍, ମେକାନିକାଲ୍‌ ଇଞ୍ଜିନିୟର୍‌ ଏଥିପାଇଁ ଆବେଦନ କରିପାରିବେ। RSMSSBର ଅଫିସିଆଲ୍‌ ୱେବସାଇଟ୍‌ରେ ଏହି ସମ୍ୱନ୍ଧୀୟ ନୋଟିଫିକେସନ୍‌ ଜାରି କରାଯାଇଛି। ମାର୍ଚ୍ଚ ୪ ତାରିଖରୁ ଆବେଦନ କରିବାକୁ ପଡ଼ିବ। ଏପ୍ରିଲ ୨ ଆବେଦନର ଶେଷ ତାରିଖ।

ଯୋଗ୍ୟତା ଓ ବୟସସୀମା

ଜୁନିଅର ଇଞ୍ଜିନିୟର୍‌ ପଦ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀଙ୍କ ପାଖରେ ପାସ୍‌ ସମ୍ୱନ୍ଧିତ ଟ୍ରେଡ୍‌ରେ ଡିଗ୍ରୀ କିମ୍ୱା ଡିପ୍ଲୋମା ଡିଗ୍ରୀ ରହିଥିବା ଆବଶ୍ୟକ।

ସର୍ବନିମ୍ନ ବୟସ ୧୮ ବର୍ଷ

ସର୍ବାଧିକ ବୟସ ୪୦ ବର୍ଷ

ଏହି ପଦ ପାଇଁ ଆବେଦନ କରିବା ଶୁଳ୍କ ସାଧାରଣ ବର୍ଗ ପାଇଁ ୪୫୦ ଟଙ୍କା, ଓବିସିଙ୍କ ପାଇଁ ୩୫୦ ଟଙ୍କା ରହିଛି। ସେହିପରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପରି ପଛୁଆ ବର୍ଗଙ୍କ ପାଇଁ ଏହି ଶୁଳ୍କ ୨୫୦ ଟଙ୍କା ରହିଛି। ଆବେଦନର ଶେଷ ତାରିଖ ୨ ଏପ୍ରିଲ ରହିଛି।

ଜୁନିଅର ଇଞ୍ଜିନିୟର୍‌ ପଦରେ ଚୟନିତ ପ୍ରାର୍ଥୀଙ୍କୁ ମାସିକ ଆଧାରରେ ୩୩୮୦୦ ଟଙ୍କା ଦରମା ଦିଆଯିବ। ଯାହା ବର୍ଷକୁ ୪ ଲକ୍ଷରୁ ଅଧିକ ହେବ। ଅଧିକ ସୂଚନା ପାଇବା ପାଇଁ rajasthan.gov.in ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story