Advertisment

୧୦୫୪ଟି ଜୁନିଅର୍ ଇଞ୍ଜିନିୟର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ବାର୍ଷିକ ଦରମା ୪ ଲକ୍ଷ

ଜୟପୁର : ରାଜସ୍ଥାନ କର୍ମଚାରୀ ଚୟନ ବୋର୍ଡ ବା (RSMSSB) ପକ୍ଷରୁ ୧୦୫୪ଟି ଜୁନିଅର ଇଞ୍ଜିନିୟର୍‌ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସିଭିଲ୍‌, ଇଲେକ୍ଟ୍ରିରାଲ୍, ମେକାନିକାଲ୍‌ ଇଞ୍ଜିନିୟର୍‌ ଏଥିପାଇଁ ଆବେଦନ କରିପାରିବେ। RSMSSBର ଅଫିସିଆଲ୍‌ ୱେବସାଇଟ୍‌ରେ ଏହି ସମ୍ୱନ୍ଧୀୟ ନୋଟିଫିକେସନ୍‌ ଜାରି କରାଯାଇଛି। ମାର୍ଚ୍ଚ ୪ ତାରିଖରୁ ଆବେଦନ କରିବାକୁ ପଡ଼ିବ। ଏପ୍ରିଲ ୨ ଆବେଦନର ଶେଷ ତାରିଖ। ଯୋଗ୍ୟତା ଓ ବୟସସୀମା ଜୁନିଅର ଇଞ୍ଜିନିୟର୍‌ ପଦ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀଙ୍କ ପାଖରେ […]

୧୦୫୪ଟି ଜୁନିଅର୍ ଇଞ୍ଜିନିୟର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ବାର୍ଷିକ ଦରମା ୪ ଲକ୍ଷ

JOB44

Advertisment

ଜୟପୁର : ରାଜସ୍ଥାନ କର୍ମଚାରୀ ଚୟନ ବୋର୍ଡ ବା (RSMSSB) ପକ୍ଷରୁ ୧୦୫୪ଟି ଜୁନିଅର ଇଞ୍ଜିନିୟର୍‌ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସିଭିଲ୍‌, ଇଲେକ୍ଟ୍ରିରାଲ୍, ମେକାନିକାଲ୍‌ ଇଞ୍ଜିନିୟର୍‌ ଏଥିପାଇଁ ଆବେଦନ କରିପାରିବେ। RSMSSBର ଅଫିସିଆଲ୍‌ ୱେବସାଇଟ୍‌ରେ ଏହି ସମ୍ୱନ୍ଧୀୟ ନୋଟିଫିକେସନ୍‌ ଜାରି କରାଯାଇଛି। ମାର୍ଚ୍ଚ ୪ ତାରିଖରୁ ଆବେଦନ କରିବାକୁ ପଡ଼ିବ। ଏପ୍ରିଲ ୨ ଆବେଦନର ଶେଷ ତାରିଖ।

Advertisment

ଯୋଗ୍ୟତା ଓ ବୟସସୀମା

ଜୁନିଅର ଇଞ୍ଜିନିୟର୍‌ ପଦ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀଙ୍କ ପାଖରେ ପାସ୍‌ ସମ୍ୱନ୍ଧିତ ଟ୍ରେଡ୍‌ରେ ଡିଗ୍ରୀ କିମ୍ୱା ଡିପ୍ଲୋମା ଡିଗ୍ରୀ ରହିଥିବା ଆବଶ୍ୟକ।

ସର୍ବନିମ୍ନ ବୟସ ୧୮ ବର୍ଷ

ସର୍ବାଧିକ ବୟସ ୪୦ ବର୍ଷ

ଏହି ପଦ ପାଇଁ ଆବେଦନ କରିବା ଶୁଳ୍କ ସାଧାରଣ ବର୍ଗ ପାଇଁ ୪୫୦ ଟଙ୍କା, ଓବିସିଙ୍କ ପାଇଁ ୩୫୦ ଟଙ୍କା ରହିଛି। ସେହିପରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପରି ପଛୁଆ ବର୍ଗଙ୍କ ପାଇଁ ଏହି ଶୁଳ୍କ ୨୫୦ ଟଙ୍କା ରହିଛି। ଆବେଦନର ଶେଷ ତାରିଖ ୨ ଏପ୍ରିଲ ରହିଛି।

Advertisment

ଜୁନିଅର ଇଞ୍ଜିନିୟର୍‌ ପଦରେ ଚୟନିତ ପ୍ରାର୍ଥୀଙ୍କୁ ମାସିକ ଆଧାରରେ ୩୩୮୦୦ ଟଙ୍କା ଦରମା ଦିଆଯିବ। ଯାହା ବର୍ଷକୁ ୪ ଲକ୍ଷରୁ ଅଧିକ ହେବ। ଅଧିକ ସୂଚନା ପାଇବା ପାଇଁ rajasthan.gov.in ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe