ଆଇଆଇଟି ଭୁବନେଶ୍ୱରରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱରରେ ନିଯୁକ୍ତି ସୁଯୋଗ। ବିଭିନ୍ନ ନନ୍‌ ଟିଚିଂ ପଦବୀ ପାଇଁ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଅନଲାଇନ ଯୋଗେ ଆବେଦନପତ୍ର ଗ୍ରହଣ କରାଯାଉଛି। ବିଜ୍ଞପ୍ତି ଅନୁସାରେ ସବୁ ପଦବୀ ସିଧାସଳଖ ନିଯୁକ୍ତି/ଡେପୁଟେସନ ଭିତ୍ତିରେ ପୂରଣ କରାଯିବ। ଏହି ନନ ଟିଚିଂ ପଦବୀଗୁଡ଼ିକ ପାଇଁ ମେ’ ୪ରୁ ଆବେଦନ ପ୍ରକ୍ରିୟା ଅନଲାଇନରେ ଆରମ୍ଭ ହୋଇଛି। ଏହା ଜୁନ୍‌ ୩ ଯାଏ ଚାଲିବ। ଆବେଦନର ହାର୍ଡ କପି ଇନଷ୍ଟିଚ୍ୟୁଟରୁ ଗ୍ରହଣ କରିବାର ଶେଷ ତାରିଖ ରହିଛି ଜୁନ୍‌ ୧୩। […]

IIT

IIT

Hemant Lenka
  • Published: Thursday, 05 May 2022
  • Updated: 05 May 2022, 06:47 PM IST

Sports

Latest News

ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱରରେ ନିଯୁକ୍ତି ସୁଯୋଗ। ବିଭିନ୍ନ ନନ୍‌ ଟିଚିଂ ପଦବୀ ପାଇଁ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଅନଲାଇନ ଯୋଗେ ଆବେଦନପତ୍ର ଗ୍ରହଣ କରାଯାଉଛି। ବିଜ୍ଞପ୍ତି ଅନୁସାରେ ସବୁ ପଦବୀ ସିଧାସଳଖ ନିଯୁକ୍ତି/ଡେପୁଟେସନ ଭିତ୍ତିରେ ପୂରଣ କରାଯିବ।

ଏହି ନନ ଟିଚିଂ ପଦବୀଗୁଡ଼ିକ ପାଇଁ ମେ’ ୪ରୁ ଆବେଦନ ପ୍ରକ୍ରିୟା ଅନଲାଇନରେ ଆରମ୍ଭ ହୋଇଛି। ଏହା ଜୁନ୍‌ ୩ ଯାଏ ଚାଲିବ। ଆବେଦନର ହାର୍ଡ କପି ଇନଷ୍ଟିଚ୍ୟୁଟରୁ ଗ୍ରହଣ କରିବାର ଶେଷ ତାରିଖ ରହିଛି ଜୁନ୍‌ ୧୩।

ଖାଲି ପଦବୀ ସମ୍ପର୍କିତ ସୂଚନା

୧-ରେଜିଷ୍ଟ୍ରାର- ଗୋଟିଏ ପଦବୀ

ଦରମା -୧,୪୪,୨୦୦ରୁ ୨,୧୮,୨୦୦ ଟଙ୍କା। ଇନଷ୍ଟିଚ୍ୟୁଟର ନିୟମ ଅନୁସାରେ ଅନ୍ୟାନ୍ୟ ସହାୟତା ମିଳିବ।
ବୟସ ସୀମା-୫୭ ବର୍ଷ

୨- ଡେପୁଟି ରେଜିଷ୍ଟ୍ରା- ୨ଟି ପଦବୀ

ଦରମା-୭୮,୮୦୦ରୁ ୨,୦୯,୨୦୦ ଟଙ୍କା। ଇନଷ୍ଟିଚ୍ୟୁଟର ନିୟମ ଅନୁସାରେ ଅନ୍ୟାନ୍ୟ ସହାୟତା ମିଳିବ।
ବୟସ ସୀମା-୫୦ ବର୍ଷ

୩- କାର୍ଯ୍ୟନିର୍ବାହୀ ଇଞ୍ଜିନିୟର(ସିଭିଲ)- ଗୋଟିଏ ପଦବୀ

ଦରମା-୬୭,୭୦୦ରୁ ୨,୦୮,୭୦୦ ଟଙ୍କା।
ବୟସ ସୀମା-୪୫ ବର୍ଷ

୪- ମେଡିକାଲ ଅଫିସର- ଗୋଟିଏ ପଦବୀ

ଦରମା-୫୬,୧୦୦ରୁ ୧୭୭,୫୦୦ ଟଙ୍କା।
ବୟସ ସୀମା-୪୫ ବର୍ଷ

୫-ଆସିସଷ୍ଟାଣ୍ଟ ରେଜିଷ୍ଟ୍ରାର-ଗୋଟିଏ ପଦବୀ

ଦରମା-୫୬,୧୦୦ରୁ ୧,୭୭,୫୦୦ ଟଙ୍କା
ବୟସ ସୀମା-୪୫ ବର୍ଷ

୬-ଆସିସଷ୍ଟାଣ୍ଟ ରେଜିଷ୍ଟ୍ରାର(ଏଫଆଣ୍ଡଏ)-ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୭- ସିକ୍ୟୁରିଟି ଅଫିସର- ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୮-ଆସିସଷ୍ଟାଣ୍ଟ ପବ୍ଲିକ ରିଲେସନ ଅଫିସର-ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୯- ଆସିସଷ୍ଟାଣ୍ଟ ଲିଗାଲ ଅଫିସର- ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୧୦- ସିଷ୍ଟମ ଆଡମିନଷ୍ଟ୍ରେଟର-ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୧୧- ନେଟୱର୍କ ଆଡମିନଷ୍ଟ୍ରେଟର-ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୧୨- ସଫ୍ଟୱେର ଇଞ୍ଜିନିୟର- ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୧୩- ଆସିସଷ୍ଟାଣ୍ଟ କ୍ରୀଡ଼ା ଅଧିକାରୀ- ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୧୪- ପ୍ରାଇଭେଟ ସେକ୍ରେଟାରୀ-ଗୋଟିଏ ପଦବୀ

ଦରମା-୪୬,୬୦୦ରୁ ୧,୫୧,୧୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୧୫- କନିଷ୍ଠ ଯନ୍ତ୍ରୀ(ସିଭିଲ)- ଗୋଟିଏ ପଦବୀ

ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୧୬- କନିଷ୍ଠ ଯନ୍ତ୍ରୀ(ଇଲେକ୍ଟ୍ରିକାଲ)- ଗୋଟିଏ ପଦବୀ

ଦରମା- ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୧୭- ହିନ୍ଦୀ ଅନୁବାଦକ- ଗୋଟିଏ ପଦବୀ

ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୧୮- ଶାରିରୀକ ତାଲିମ ପ୍ରଶିକ୍ଷକ-ଗୋଟିଏ ପଦବୀ

ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୧୯- ୱେବ ଡେଭଲପର - ଗୋଟିଏ ପଦବୀ

ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୨୦- ଆସିସଷ୍ଟାଣ୍ଟ ସିକ୍ୟୁରିଟି ଅଫିସର- ଗୋଟିଏ ପଦବୀ

ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୨୧- ଷ୍ଟାଫ ନର୍ସ- ଗୋଟିଏ ପଦବୀ

ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୨୨- ଜୁନିୟର ଟେକ୍ନିସିଆନ(ସିଷ୍ଟମ)

ଦରମା-୨୫,୫୦୦ରୁ ୮୧,୧୦୦ ଟଙ୍କା
ବୟସ ସୀମା-୩୨ ବର୍ଷ

୨୩- ଜୁନିୟର ଟେକ୍ନିସିଆନ(ନେଟୱର୍କ)- ଗୋଟିଏ ପଦବୀ

ଦରମା-୨୫,୫୦୦ରୁ ୮୧,୧୦୦ ଟଙ୍କା
ବୟସ ସୀମା-୩୨ ବର୍ଷ

ଚାକରି ପାଇଁ ଯୋଗ୍ୟତା ଓ ଅନ୍ୟାନ୍ୟ ତଥ୍ୟ ପାଇଁ ଆଶାୟୀମାନେ IIT Bhubaneswar website.କୁ ଯାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story