ରେଲ୍‌ୱେ ଜାରିକଲା ନିଯୁକ୍ତି ବିଜ୍ଞାପନ, ପଢନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଷ୍ଟର୍ଣ୍ଣ ରେଲ୍‌ୱେ ACT Apprentices ପଦ ପାଇଁ  ବିଜ୍ଞପ୍ତି ଜାରି କରିଛି। ଏଥିପାଇଁ ଆଗ୍ରହୀ ଥିବା ପ୍ରାର୍ଥିମାନେ ଦିଆଯାଇଥିବା ସମୟ ଭିତରେ ଆବେଦନ କରିପାରିବେ। ଇଚ୍ଛୁକ ବ୍ୟକ୍ତିମାନେ ଏଥିପାଇଁ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ବିଜ୍ଞପ୍ତି ବିବରଣୀ: ACT Apprentice ପାଇଁ ସମୁଦାୟ ପଦବୀ ସଂଖ୍ୟା  ହେଉଛି ୨୯୦୭। ବର୍ଗ ଅନୁସାରେ: Howrah –୬୫୯ Sealdah – ୫୨୬ Malda-୨୦୪ Asansol- ୪୧୨ Kanchrapara -୨୦୬ Liluah- ୨୦୪ Jamalpur- ୬୯୬ ଆବେଦନ ତାରିଖ: ୧୫ […]

uu

uu

Mihir Pattnayak
  • Published: Monday, 22 October 2018
  • Updated: 22 October 2018, 10:59 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଷ୍ଟର୍ଣ୍ଣ ରେଲ୍‌ୱେ ACT Apprentices ପଦ ପାଇଁ  ବିଜ୍ଞପ୍ତି ଜାରି କରିଛି। ଏଥିପାଇଁ ଆଗ୍ରହୀ ଥିବା ପ୍ରାର୍ଥିମାନେ ଦିଆଯାଇଥିବା ସମୟ ଭିତରେ ଆବେଦନ କରିପାରିବେ। ଇଚ୍ଛୁକ ବ୍ୟକ୍ତିମାନେ ଏଥିପାଇଁ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ବିଜ୍ଞପ୍ତି ବିବରଣୀ:

ACT Apprentice ପାଇଁ ସମୁଦାୟ ପଦବୀ ସଂଖ୍ୟା  ହେଉଛି ୨୯୦୭।

ବର୍ଗ ଅନୁସାରେ:

Howrah –୬୫୯

Sealdah – ୫୨୬

Malda-୨୦୪

Asansol- ୪୧୨

Kanchrapara -୨୦୬

Liluah- ୨୦୪

Jamalpur- ୬୯୬

ଆବେଦନ ତାରିଖ: ୧୫ ଅକ୍ଟୋବର ୨୦୧୮ର ୧୪ ନଭେମ୍ବର ୨୦୧୮, ସମୟ ୫ଟା ମଧ୍ୟରେ।

ଆବେଦନ ଦେୟ:

ଜେନରାଲ ଓ ଓବିସି ବର୍ଗର ପିଲାମାନଙ୍କ ପାଇଁ ଆବେଦନ ଫି’ ୧୦୦ ଟଙ୍କା ହୋଇଥିବା ବେଳେ ଏସ୍‌ସି, ଏସ୍‌ଟି, ଭିନ୍ନକ୍ଷମ ଓ ମହିଳାମାନେ ବିନା ଦେୟରେ ଫର୍ମ ଭରି ପାରିବେ।

ବୟସ ସୀମା: ଆବେଦନକାରୀଙ୍କ ବୟସ ସୀମା ୧୫ ବର୍ଷରୁ ୨୪ ବର୍ଷ ହୋଇଥିବା ଜରୁରୀ।

ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କୁ  ମେରିଟ୍‌ ଲିଷ୍ଟ୍‌ ଅନୁସାରେ ଚୟନ କରାଯିବ।

ଶିକ୍ଷାଗତ ଯୋଗ୍ୟତା :୧୦ ପାସ କରିବା ସହ ସମ୍ବନ୍ଧିତ ଟ୍ରେଡ୍‌ ଆଇଟିଆଇ ହେବା ଜରୁରୀ।

କେମିତି କରିବେ ଆବେଦନ: ଆପଣ ଇଷ୍ଟର୍ଣ୍ଣ ରେଲୱେ ୱେବ୍‌ସାଇଟ୍‌ଉ ଯାଇ ଅନ୍‌ ଲାଇନ୍‌ ଆବେଦନ କରି ପାରିବେ। କିମ୍ବା http://rrcer.in:8080/rrcer1/Registration.jsp  କ୍ଲିକ୍‌ କରି ଆବେଦନ  କରିପାରିବେ ଓ ବିଜ୍ଞାପନ ଦେଖିବା ପାଇଁ http://139.99.53.236:8080/rrcer/Notification_-_ACT_APPR_2018-19.pdf ରେ କ୍ଲିକ୍‌ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story