ରେଲୱେର ଟେକ୍‌ନିକାଲ ପଦବୀ ପାଇଁ ଆଜି ହେଉଛି ଆବେଦନର ଶେଷ ଦିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁଯୋଗକୁ ହାତ ଛଡ଼ା କରନ୍ତୁ ନାହିଁ। ଇଷ୍ଟର୍ଣ୍ଣ ରେଲ୍‌ୱେ ACT Apprentices ପଦ ପାଇଁ  ଆବେଦନ କରିବାର ଆଜି ହେଉଛି ଶେଷ ତାରିଖ। ତେଣୁ ଏଥିପାଇଁ ଆଗ୍ରହୀ ଥିବା ପ୍ରାର୍ଥିମାନେ ଆଜି ୫ ଘଟିକା ଭିତରେ ଆବେଦନ କରିପାରିବେ। ବିଜ୍ଞପ୍ତି ବିବରଣୀ: ACT Apprentice ପାଇଁ ସମୁଦାୟ ପଦବୀ ସଂଖ୍ୟା  ହେଉଛି ୨୯୦୭। ବର୍ଗ ଅନୁସାରେ: Howrah –୬୫୯ Sealdah – ୫୨୬ Malda-୨୦୪ Asansol- ୪୧୨ Kanchrapara -୨୦୬ Liluah- ୨୦୪ Jamalpur- […]

railways

Sangita Sahoo
  • Published: Wednesday, 14 November 2018
  • , Updated: 14 November 2018, 01:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁଯୋଗକୁ ହାତ ଛଡ଼ା କରନ୍ତୁ ନାହିଁ। ଇଷ୍ଟର୍ଣ୍ଣ ରେଲ୍‌ୱେ ACT Apprentices ପଦ ପାଇଁ  ଆବେଦନ କରିବାର ଆଜି ହେଉଛି ଶେଷ ତାରିଖ। ତେଣୁ ଏଥିପାଇଁ ଆଗ୍ରହୀ ଥିବା ପ୍ରାର୍ଥିମାନେ ଆଜି ୫ ଘଟିକା ଭିତରେ ଆବେଦନ କରିପାରିବେ।

ବିଜ୍ଞପ୍ତି ବିବରଣୀ:

ACT Apprentice ପାଇଁ ସମୁଦାୟ ପଦବୀ ସଂଖ୍ୟା  ହେଉଛି ୨୯୦୭।

ବର୍ଗ ଅନୁସାରେ:

Howrah –୬୫୯

Sealdah – ୫୨୬

Malda-୨୦୪

Asansol- ୪୧୨

Kanchrapara -୨୦୬

Liluah- ୨୦୪

Jamalpur- ୬୯୬

ଆବେଦନ ତାରିଖ: ୧୫ ଅକ୍ଟୋବର ୨୦୧୮ରୁ୧୪ ନଭେମ୍ବର ୨୦୧୮, ସମୟ ୫ଟା ମଧ୍ୟରେ।

ଆବେଦନ ଦେୟ:

ଜେନରାଲ ଓ ଓବିସି ବର୍ଗର ପିଲାମାନଙ୍କ ପାଇଁ ଆବେଦନ ଫି’ ୧୦୦ ଟଙ୍କା ହୋଇଥିବା ବେଳେ ଏସ୍‌ସି, ଏସ୍‌ଟି, ଭିନ୍ନକ୍ଷମ ଓ ମହିଳାମାନେ ବିନା ଦେୟରେ ଫର୍ମ ଭରି ପାରିବେ।

ବୟସ ସୀମା: ଆବେଦନକାରୀଙ୍କ ବୟସ ସୀମା ୧୫ ବର୍ଷରୁ ୨୪ ବର୍ଷ ହୋଇଥିବା ଜରୁରୀ।

ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କୁ  ମେରିଟ୍‌ ଲିଷ୍ଟ୍‌ ଅନୁସାରେ ଚୟନ କରାଯିବ।

ଶିକ୍ଷାଗତ ଯୋଗ୍ୟତା :୧୦ ପାସ କରିବା ସହ ସମ୍ବନ୍ଧିତ ଟ୍ରେଡ୍‌ ଆଇଟିଆଇ ହେବା ଜରୁରୀ।

କେମିତି କରିବେ ଆବେଦନ: ଆପଣ ଇଷ୍ଟର୍ଣ୍ଣ ରେଲୱେ ୱେବ୍‌ସାଇଟ୍‌ଉ ଯାଇ ଅନ୍‌ ଲାଇନ୍‌ ଆବେଦନ କରି ପାରିବେ। କିମ୍ବା  କ୍ଲିକ୍‌ କରି ଆବେଦନ  କରିପାରିବେ ଓ ବିଜ୍ଞାପନ ଦେଖିବା ପାଇଁ http://139.99.53.236:8080/rrcer/Notification_-_ACT_APPR_2018-19.pdf ରେ କ୍ଲିକ୍‌ କରନ୍ତୁ।

 

 

 

Related story