/odisha-reporter/media/post_attachments/uploads/2018/10/rail-2.jpg)
rail
ନୂଆଦିଲ୍ଲୀ: ଇଷ୍ଟ୍ କୋଷ୍ଟ୍ ରେଲ୍ୱେର ସ୍ପୋର୍ଟ୍ସ କୋଟାରେ ଗ୍ରୁପ୍ ସି’ର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର୨୯,୨୦୧୮ ସୁଦ୍ଧା ଆବେଦନ କରିପାରିବେ।
ଅଧିକ ବିବରଣୀ:
ପଦବୀ ସଂଖ୍ୟା: ୨୧
ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ୍ କରିଥିବା ଦରକାର।
ବୟସ ସୀମା: ଆବେଦନକାରୀଙ୍କ ବୟସ ୧୮ରୁ ୨୫ ଭିତରେ ହେବା ଆବଶ୍ୟକ।
ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଇଣ୍ଟରଭ୍ୟୁ ଓ ସ୍ପୋର୍ଟ୍ସ ଦକ୍ଷତା ଅନୁଯାୟୀ ହେବ।
ଆବେଦନ କରିବାର ପ୍ରକ୍ରିୟା: ଆବେଦନକାରୀ ଇଣ୍ଟର୍ନେଟ୍ରୁ ଆପ୍ଲିକେସନ୍ ଫର୍ମ ଡାଉନ୍ ଲୋଡ୍ କରି ଏହାକୁ ପୂରଣ କରିବେ। ଏଥିପାଇଁ website- http://www.eastcoastrail/indianrailways.gov.in/ ର ସାହାଯ୍ୟ ନିଅନ୍ତୁ ଏବଂ ଏହାକୁ ପୂରଣ କରିବା ପରେ- Principal Financial Adviser, East Coast Railway କୁ ପଠାଇ ଦିଅନ୍ତୁ।
ଅଧିକ ବିବରଣୀପାଇଁ ଏହା ଉପରେ କ୍ଲିକ୍ କରନ୍ତୁ।
https://drive.google.com/file/d/1vZZ-8rYfGVhIcTW6Hnb-OZsRFi1aSKhU/view
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
