ରେଲ୍‌ୱେରେ ଖେଳାଳିଙ୍କ ପାଇଁ ନିଯୁକ୍ତି ସୁଯୋଗ, ଗ୍ରୁପ୍ Cର ୨୧ ପଦବୀ ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ: ଇଷ୍ଟ୍‌ କୋଷ୍ଟ୍‌ ରେଲ୍‌ୱେର ସ୍ପୋର୍ଟ୍ସ କୋଟାରେ ଗ୍ରୁପ୍‌ ସି’ର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର୨୯,୨୦୧୮ ସୁଦ୍ଧା ଆବେଦନ କରିପାରିବେ। ଅଧିକ ବିବରଣୀ:  ପଦବୀ ସଂଖ୍ୟା: ୨୧ ଶିକ୍ଷାଗତ ଯୋଗ୍ୟତା:  ଆବେଦନକାରୀ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ୍‌ କରିଥିବା ଦରକାର। ବୟସ ସୀମା: ଆବେଦନକାରୀଙ୍କ ବୟସ ୧୮ରୁ ୨୫ ଭିତରେ ହେବା ଆବଶ୍ୟକ। ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଇଣ୍ଟରଭ୍ୟୁ ଓ ସ୍ପୋର୍ଟ୍ସ ଦକ୍ଷତା ଅନୁଯାୟୀ ହେବ। ଆବେଦନ କରିବାର ପ୍ରକ୍ରିୟା: […]

rail

Sangita Sahoo
  • Published: Monday, 08 October 2018
  • , Updated: 08 October 2018, 02:07 PM IST

ନୂଆଦିଲ୍ଲୀ: ଇଷ୍ଟ୍‌ କୋଷ୍ଟ୍‌ ରେଲ୍‌ୱେର ସ୍ପୋର୍ଟ୍ସ କୋଟାରେ ଗ୍ରୁପ୍‌ ସି’ର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର୨୯,୨୦୧୮ ସୁଦ୍ଧା ଆବେଦନ କରିପାରିବେ।

ଅଧିକ ବିବରଣୀ: 

ପଦବୀ ସଂଖ୍ୟା: ୨୧

ଶିକ୍ଷାଗତ ଯୋଗ୍ୟତା:  ଆବେଦନକାରୀ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ୍‌ କରିଥିବା ଦରକାର।

ବୟସ ସୀମା: ଆବେଦନକାରୀଙ୍କ ବୟସ ୧୮ରୁ ୨୫ ଭିତରେ ହେବା ଆବଶ୍ୟକ।

ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଇଣ୍ଟରଭ୍ୟୁ ଓ ସ୍ପୋର୍ଟ୍ସ ଦକ୍ଷତା ଅନୁଯାୟୀ ହେବ।

ଆବେଦନ କରିବାର ପ୍ରକ୍ରିୟା: ଆବେଦନକାରୀ ଇଣ୍ଟର୍‌ନେଟ୍‌ରୁ ଆପ୍ଲିକେସନ୍‌ ଫର୍ମ ଡାଉନ୍‌ ଲୋଡ୍‌ କରି ଏହାକୁ ପୂରଣ କରିବେ। ଏଥିପାଇଁ website- http://www.eastcoastrail/indianrailways.gov.in/ ର ସାହାଯ୍ୟ ନିଅନ୍ତୁ ଏବଂ ଏହାକୁ  ପୂରଣ କରିବା ପରେ- Principal Financial Adviser, East Coast Railway କୁ ପଠାଇ ଦିଅନ୍ତୁ।

ଅଧିକ ବିବରଣୀପାଇଁ ଏହା ଉପରେ କ୍ଲିକ୍‌ କରନ୍ତୁ।

https://drive.google.com/file/d/1vZZ-8rYfGVhIcTW6Hnb-OZsRFi1aSKhU/view

 

 

Related story