Advertisment

ମାଟ୍ରିକ୍‌ ପାସ୍‌ କରିଥିଲେ ରେଲୱେର ୧୬୫୪ ପଦ ପାଇଁ ଆବେଦନ କରନ୍ତୁ, କାଲି ଶେଷ ତାରିଖ

ନୂଆଦିଲ୍ଲୀ : ଦକ୍ଷିଣ ରେଳବାଇ ପକ୍ଷରୁ ଫିଟର, ୱେଲଡର୍‌, ଟର୍ନର୍‌, କାର୍‌ପେଣ୍ଟର ଓ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତାକାଲି ହେଉଛି ଏହାର ଶେଷ ତାରିଖ। ଆବେଦନକାରୀ ଏହି ପଦବୀ ପାଇଁ ୩୧ ଡିସେମ୍ୱର ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ। ଏହିସବୁ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍‌ ଓ ଆଇଟିଆଇ ରଖାଯାଇଛି। ପଦବୀ ଓ ଏହାର ସଂଖ୍ୟା ଫିଟର୍‌, ୱେଲଡର୍‌, ଟର୍ନର୍‌, କାର୍‌ପେଣ୍ଟର୍‌, ପ୍ଲମ୍ୱର୍‌, ପେଣ୍ଟର୍‌, ମେକାନିକ୍‌ ଓ ଅନ୍ୟାନ୍ୟ ମୋଟ […]

ମାଟ୍ରିକ୍‌ ପାସ୍‌ କରିଥିଲେ ରେଲୱେର ୧୬୫୪ ପଦ ପାଇଁ ଆବେଦନ କରନ୍ତୁ, କାଲି ଶେଷ ତାରିଖ

train

Advertisment

ନୂଆଦିଲ୍ଲୀ : ଦକ୍ଷିଣ ରେଳବାଇ ପକ୍ଷରୁ ଫିଟର, ୱେଲଡର୍‌, ଟର୍ନର୍‌, କାର୍‌ପେଣ୍ଟର ଓ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତାକାଲି ହେଉଛି ଏହାର ଶେଷ ତାରିଖ। ଆବେଦନକାରୀ ଏହି ପଦବୀ ପାଇଁ ୩୧ ଡିସେମ୍ୱର ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ। ଏହିସବୁ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍‌ ଓ ଆଇଟିଆଇ ରଖାଯାଇଛି।

Advertisment

ପଦବୀ ଓ ଏହାର ସଂଖ୍ୟା

ଫିଟର୍‌, ୱେଲଡର୍‌, ଟର୍ନର୍‌, କାର୍‌ପେଣ୍ଟର୍‌, ପ୍ଲମ୍ୱର୍‌, ପେଣ୍ଟର୍‌, ମେକାନିକ୍‌ ଓ ଅନ୍ୟାନ୍ୟ

ମୋଟ ପଦବୀ ସଂଖ୍ୟା- ୧୬୫୪

ଶିକ୍ଷାଗତ ଯୋଗ୍ୟତା ଓ ବୟସସୀମା

ଦଶମ ଓ ଆଇଟିଆଇ ପାସ୍‌ କରିଥିଲେ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ କୌଣସି ଲିଖିତ କିମ୍ୱା ମୌଖିକ ପରୀକ୍ଷା କରାଯିବ ନାହିଁ। କେବଳ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଚୟନ କରାଯିବ।

Advertisment

ସର୍ବନିମ୍ନ ବୟସ ୧୫ ବର୍ଷ

ସର୍ବାଧିକ ବୟସ ୨୪ ବର୍ଷ

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ ପାଇଁ ଏହି ବୟସସୀମାକୁ କୋହଳ କରାଯାଇଛି।

ଆବେଦନ ଶୁଳ୍କ- ୧୦୦ ଟଙ୍କା।

ଅଧିକ ସୂଚନା ପାଇଁ indianrailways.gov.in ୱେବସାଇଟ୍‌କୁ ଚେକ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe