Advertisment

ଡିଆର୍‌ଡିଓର ୧୮୧୭ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଶିକ୍ଷାଗତ ଯୋଗ୍ୟତା ଦଶମ, ଦରମା ୫୭ ହଜାର

ନୂଆଦିଲ୍ଲୀ : ଡିଫେନ୍ସ ରିସର୍ଚ୍ଚ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌ ବା ଡିଆର୍‌ଡିଓ ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୨୩ ଜାନୁଆରୀ ୨୦୨୦ରୁ ଅନଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପଦବୀ ଓ ଏହାର ସଂଖ୍ୟା ମୋଟ ପଦବୀ :୧୮୧୭ ସାଧାରଣ ବର୍ଗ : ୮୪୯ ଆର୍ଥିକ ପଛୁଆ ବର୍ଗ : ୧୮୮ ଅନୁସୂଚିତ ଜାତି : ୧୬୩ ଅନୁସୂଚିତ ଜନଜାତି : ୧୧୪ ଅନ୍ୟାନ୍ୟ ବର୍ଗ : ୫୦୩ ଶିକ୍ଷାଗତ ଯୋଗ୍ୟତା […]

ଡିଆର୍‌ଡିଓର ୧୮୧୭ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଶିକ୍ଷାଗତ ଯୋଗ୍ୟତା ଦଶମ, ଦରମା ୫୭ ହଜାର

drdo33

Advertisment

ନୂଆଦିଲ୍ଲୀ : ଡିଫେନ୍ସ ରିସର୍ଚ୍ଚ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌ ବା ଡିଆର୍‌ଡିଓ ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୨୩ ଜାନୁଆରୀ ୨୦୨୦ରୁ ଅନଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

Advertisment

ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ :୧୮୧୭

ସାଧାରଣ ବର୍ଗ : ୮୪୯

ଆର୍ଥିକ ପଛୁଆ ବର୍ଗ : ୧୮୮

ଅନୁସୂଚିତ ଜାତି : ୧୬୩

ଅନୁସୂଚିତ ଜନଜାତି : ୧୧୪

ଅନ୍ୟାନ୍ୟ ବର୍ଗ : ୫୦୩

ଶିକ୍ଷାଗତ ଯୋଗ୍ୟତା

ଦଶମ ପାସ୍‌ କରିଥିବା ସହିତ ଯେ କୌଣସି ଟ୍ରେଡ୍‌ରେ ଆଇଟିଆଇ ପାସ୍‌ କରିଥିବା ଆବଶ୍ୟକ। ଦରମା ୮ ହଜାରରୁ ୫୬,୯୦୦ ପର୍ଯ୍ୟନ୍ତ ରହିଛି।

ଆବେଦନ ଶୁଳ୍କ

ସାଧାରଣ ଓ ଅନ୍ୟାନ୍ୟ ବର୍ଗ ପାଇଁ ୧୦୦ ଟଙ୍କା ରହିଛି। ଏସ୍‌ସି, ଏସ୍‌ଟି, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ଶୁଳ୍କ ରଖାଯାଇନାହିଁ।

Advertisment

ଏପରି କରନ୍ତୁ ଆବେଦନ

ଇଚ୍ଛୁକ ଆବେଦନକାରୀ https://drdo.gov.in/ ୱେବସାଇଟ୍‌ରେ କ୍ଲିକ୍‌ କରି ଆବେଦନ କରନ୍ତୁ। ଚୟନ ହେବା ପରେ ଆବେଦନକାରୀଙ୍କୁ ଆଗ୍ରା, ଅହମ୍ମଦାବାଦ, ଅମ୍ୱରନାଥ, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଡେରାଡୁନ୍‌, ଦିଲ୍ଲୀ, ଗ୍ୱାଲିଅର୍‌, ହାଇଦ୍ରାବାଦ୍‌, ଜଗଦଲ୍‌ପୁର, ଯୋଧପୁର, କାନପୁର, କୋଚ୍ଚି, କୋଲକାତା, ଲେହ, ମୁମ୍ୱାଇ, ମସୁରୀ, ନାସିକ, ପୁନେ, ତେଜପୁର ଓ ବିଶାଖାପାଟଣା ଆଦି ସ୍ଥାନରେ ପୋଷ୍ଟିଂ ଦିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe