Advertisment

ସେବିରେ ଖାଲି ପଡ଼ିଥିବା ୧୪୭ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ ବା ସେବିରେ ଖାଲି ପଡ଼ିଥିବା ୧୪୭ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ ୨୩ ଆବେଦନର ଶେଷ ତାରିଖ ରହିଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ପଦବୀର ନାମ ଓ ଖାଲି ପଡ଼ିଥିବା ସଂଖ୍ୟା ଜେନେରାଲ୍ ଷ୍ଟ୍ରୀମ୍‌ – ୮୦ ଲିଗାଲ୍‌ ଷ୍ଟ୍ରୀମ୍‌ – ୩୪ ଇନଫରମେସନ୍ ଟେକ୍ନୋଲୋଜି ଷ୍ଟ୍ରୀମ୍‌ – ୨୨ ସିଭିଲ୍‌ ଇଞ୍ଜିନିୟରିଂ – […]

ସେବିରେ ଖାଲି ପଡ଼ିଥିବା ୧୪୭ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

sebi33

Advertisment

ନୂଆଦିଲ୍ଲୀ: ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ ବା ସେବିରେ ଖାଲି ପଡ଼ିଥିବା ୧୪୭ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ ୨୩ ଆବେଦନର ଶେଷ ତାରିଖ ରହିଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ।

Advertisment

ପଦବୀର ନାମ ଓ ଖାଲି ପଡ଼ିଥିବା ସଂଖ୍ୟା

ଜେନେରାଲ୍ ଷ୍ଟ୍ରୀମ୍‌ - ୮୦

ଲିଗାଲ୍‌ ଷ୍ଟ୍ରୀମ୍‌ - ୩୪

ଇନଫରମେସନ୍ ଟେକ୍ନୋଲୋଜି ଷ୍ଟ୍ରୀମ୍‌ - ୨୨

ସିଭିଲ୍‌ ଇଞ୍ଜିନିୟରିଂ - ୪

ରିସର୍ଚ୍ଚ - ୫

ଅଫିସିଆଲ୍‌ ଲାଙ୍ଗୁଏଜ୍ - ୧

ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଯୋଗ୍ୟତା ପତ୍ର ଦେବାକୁ ପଡ଼ିବ। ସେବିର ଅଫିସିଆଲ୍‌ ନୋଟିଫିକସନ୍‌ରେ ଏହି ସମ୍ପର୍କିତ ତଥ୍ୟ ଦିଆଯାଇଛି। ଏହିସବୁ ପଦ ପାଇଁ ଆବେଦନକାରୀଙ୍କୁ ସେବିର ସିଲେକ୍ସନ୍‌ ଫେଜ୍‌ ୧ ଓ ଫେଜ୍‌ ୨ ପରୀକ୍ଷା ଦେବାକୁ ପଡ଼ିବ। ଏହାପରେ ମନୋନୀତ ପ୍ରାର୍ଥୀ ଚୟନ କରାଯିବ। ଅଧିକ ସୂଚନା ପାଇଁ www.sebi.gov.in ଅଫିସିଆଲ୍‌ ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe