Advertisment

ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନରେ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଷ୍ଟାଫ ସିଲେକସନ୍‌ କମିଶନରେ ଚାକିରି ସୁଯୋଗ। ଖାଲି ପଡିଥିବା ଆସିଷ୍ଟାଣ୍ଟ ମ୍ୟାନେଜର କମ୍‌ ଷ୍ଟୋର୍‌କିପର୍‌ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଯୋଗ୍ୟ ପ୍ରାର୍ଥୀଙ୍କୁ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଅଫିସ କ୍ୟାଣ୍ଟିନ୍‌ରେ ଏହି ନିଯୁକ୍ତି ଦିଆଯିବ। ଡେପୁଟେସନ୍‌ ବେସିସି୍‌ ନିଯୁକ୍ତି ଦିଆଯିବ। ମୋଟ ପଦବୀ-୧ ଆସିଷ୍ଟାଣ୍ଟ ମ୍ୟାନେଜର କମ୍‌ ଷ୍ଟୋର୍‌କିପର୍‌ ଯୋଗ୍ୟତା: ସରକାର ସ୍ୱୀକୃତି ପ୍ରାପ୍ତ କୌଣସି ବିଭାଗରେ କିମ୍ବା ନିଜ ମୂଳ କ୍ୟାଡର କିମ୍ବା ବିଭାଗରେ ୮ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ବୁକ୍‌ […]

ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନରେ ନିଯୁକ୍ତି ସୁଯୋଗ

SCC

Advertisment

ନୂଆଦିଲ୍ଲୀ: ଷ୍ଟାଫ ସିଲେକସନ୍‌ କମିଶନରେ ଚାକିରି ସୁଯୋଗ। ଖାଲି ପଡିଥିବା ଆସିଷ୍ଟାଣ୍ଟ ମ୍ୟାନେଜର କମ୍‌ ଷ୍ଟୋର୍‌କିପର୍‌ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଯୋଗ୍ୟ ପ୍ରାର୍ଥୀଙ୍କୁ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଅଫିସ କ୍ୟାଣ୍ଟିନ୍‌ରେ ଏହି ନିଯୁକ୍ତି ଦିଆଯିବ। ଡେପୁଟେସନ୍‌ ବେସିସି୍‌ ନିଯୁକ୍ତି ଦିଆଯିବ।

Advertisment

ମୋଟ ପଦବୀ-୧

ଆସିଷ୍ଟାଣ୍ଟ ମ୍ୟାନେଜର କମ୍‌ ଷ୍ଟୋର୍‌କିପର୍‌

ଯୋଗ୍ୟତା: ସରକାର ସ୍ୱୀକୃତି ପ୍ରାପ୍ତ କୌଣସି ବିଭାଗରେ କିମ୍ବା ନିଜ ମୂଳ କ୍ୟାଡର କିମ୍ବା ବିଭାଗରେ ୮ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ବୁକ୍‌ କିପିଂ କିମ୍ବା ଷ୍ଟୋର କିପିଂରେ ଗୋଟିଏ ବର୍ଷର ଡିପ୍ଲୋମା ସହିତ ଯେକୌଣସି ଷ୍ଟ୍ରିମ୍‌ରେ ବି କମ କିମ୍ବା ଗ୍ରାଜୁଏଟ୍‌ କରିଥିବା ଉଚିତ।

ଅଭିଜ୍ଞତା: ଯେକୌଣସି ସରକାରୀ ବିଭାଗର ଷ୍ଟାର କିମ୍ବା ଆକାଉଣ୍ଟ ବିଭାଗରେ ୩ ବର୍ଷର କାମ କରିଥିବା ଦରକାର।

Advertisment

ଦରମା: ଷଷ୍ଠ ସିପିସି ଅନୁଯାୟୀ ଗ୍ରେଡ୍ ପେ ୨୪୦୦ ଟଙ୍କା ସହିତ ୫,୨୦୦ ରୁ ୨୦,୨୦୦ ଟଙ୍କା ଯାଏଁ ମାସିକ ଦରମା ମିଳିବ।

ଡେପୁଟେସନ୍‌ କ୍ଷମତା:୩ ବର୍ଷ

କିଭଳି କରିବେ ଆବେଦନ?

ଇଚ୍ଛୁକ ପ୍ରାର୍ଥୀ ଦୁଇ ମାସ ଭିତରେ ଆବେଦନ କରିପାରିବେ। 'ଏସ୍‌ଏଚ୍‌.ଏ.କେ ମଣ୍ଡଲ, ଅଣ୍ଡର ସେକ୍ରେଟାରୀ, ଇଷ୍ଟ-୨, ଷ୍ଟାଫ ସିଲେକ୍‌ସନ୍‌ କମିଶନ, ବ୍ଲକ ନମ୍ବର ୧୨, ସିଜିଓ କମ୍ପ୍ଲେକ୍ସ, ଲୋଧି ରୋଡ୍‌, ନୂଆ ଦିଲ୍ଲୀ-୧୧୦୦୦୩' ଠିକଣାରେ ନିଜ ଆବେଦନ ପତ୍ର ପଠାଇପାରିବେ ଇଚ୍ଛୁକ ପ୍ରାର୍ଥୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe