Advertisment

UGC ଆଣିଲା ନୂଆ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସିନିୟର ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟ ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ସମୟସୀମା ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ। ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୧୭ ୨୦୨୦। ପୋଷ୍ଟ ଏବଂ ଭ୍ୟାକେନ୍ସି ପୋଷ୍ଟର ନାମ: ବରିଷ୍ଠ ପରିସଂଖ୍ୟାନ ସହାୟକ(ସିନିୟର ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟ ) ପୋଷ୍ଟ ସଂଖ୍ୟା: ୧୧ (Gen – 07, OBC […]

author-image
Chinmayee Roy
ଅଦ୍ୟତନ ହୋଇଛି
UGC ଆଣିଲା ନୂଆ ନିଯୁକ୍ତି

UGC

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସିନିୟର ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟ ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ସମୟସୀମା ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ। ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୧୭ ୨୦୨୦।

ପୋଷ୍ଟ ଏବଂ ଭ୍ୟାକେନ୍ସି

ପୋଷ୍ଟର ନାମ: ବରିଷ୍ଠ ପରିସଂଖ୍ୟାନ ସହାୟକ(ସିନିୟର ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟ )

ପୋଷ୍ଟ ସଂଖ୍ୟା: ୧୧

(Gen - 07, OBC - 02, SC - 01, EWS - 01)

ଚାକିରି ସ୍ଥାନ: ନୂଆଦିଲ୍ଲୀ

UGC ନିଯୁକ୍ତି 2020 ପାଇଁ ସ୍କେଲ୍ ପେ

ଦରମା- ପେ ମ୍ୟାଟ୍ରିକ୍ସ/ଲେଭଲ୍-୬  ୩୫ ହଜାର ୪୦୦ ରୁ ୧ ଲକ୍ଷ ୧୨ ହଜାର ୪୦୦ ଟଙ୍କା

ଶିକ୍ଷାଗତ ଯୋଗ୍ୟତା  ଓ ଆବେଦନ କିପରି କରିବେ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍ ଦେଖନ୍ତୁ।

Advertisment

https://www.ugc.ac.in/hrrecruit/SSA-Job-Advertisement.pdf