Advertisment

ୟୁପିଏସସି ଦେଇପାରିନଥିବା ଏହି ପ୍ରାର୍ଥୀଙ୍କୁ ମିଳିପାରେ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ: କରୋନା ପାଇଁ ଯେଉଁମାନେ ଗତବର୍ଷ ୟୁପିଏସସି ପରୀକ୍ଷା ଦେଇପାରିନଥିଲେ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ। ଏହି ପରୀକ୍ଷା ସେହିମାନେ ଦେବେ ଯେଉଁମାନେ ଗତବର୍ଷ ୟୁପିଏସସି ପରୀକ୍ଷା ପାଇଁ ଆବେଦନ କରିଥିଲେ ହେଲେ କରୋନା ପାଇଁ ପରୀକ୍ଷା ଦେଇପାରିନଥିଲେ। ଆଉ ବୟସ ପାଇଁ ଗତବର୍ଷ ତାଙ୍କର ଅନ୍ତିମ ପରୀକ୍ଷା ଥିଲା। ଏବେ ଏହି ପ୍ରାର୍ଥୀ କିଛି ସର୍ତ୍ତ ସହିତ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଏ ନେଇ […]

ଅଦ୍ୟତନ ହୋଇଛି
ଘୁଞ୍ଚିଲା ୟୁପିଏସସି ୨୦୨୦ ପ୍ରିଲିମସ ପରୀକ୍ଷା

upsc

Advertisment

ନୂଆଦିଲ୍ଲୀ: କରୋନା ପାଇଁ ଯେଉଁମାନେ ଗତବର୍ଷ ୟୁପିଏସସି ପରୀକ୍ଷା ଦେଇପାରିନଥିଲେ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ। ଏହି ପରୀକ୍ଷା ସେହିମାନେ ଦେବେ ଯେଉଁମାନେ ଗତବର୍ଷ ୟୁପିଏସସି ପରୀକ୍ଷା ପାଇଁ ଆବେଦନ କରିଥିଲେ ହେଲେ କରୋନା ପାଇଁ ପରୀକ୍ଷା ଦେଇପାରିନଥିଲେ। ଆଉ ବୟସ ପାଇଁ ଗତବର୍ଷ ତାଙ୍କର ଅନ୍ତିମ ପରୀକ୍ଷା ଥିଲା।

Advertisment

ଏବେ ଏହି ପ୍ରାର୍ଥୀ କିଛି ସର୍ତ୍ତ ସହିତ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଏ ନେଇ ସୋମବାର ଶୁଣାଣି ହେବ।

ୟୁପିଏସସି ପ୍ରାର୍ଥୀ ରଚନା ସିଂ ଏନେଇ ଏକ ପିଟିସନ ଦାଖଲ କରିଥିଲେ। ଯାହାର ଜବାବ ରଖିବାକୁ ଯାଇ କେନ୍ଦ୍ର ସରକାର କୋର୍ଟରେ ଏପରି ସତ୍ୟପାଠ ଦାଖଲ କରିଥିବା ସୂଚନା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe