UPSCରେ ଖାଲିପଡ଼ିଛି ବିଭିନ୍ନ ପଦବୀ, ବାହାରିଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ୟୁପିଏସ୍‌ସିର ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି । ଇଚ୍ଛୁକ ପ୍ରାର୍ଥୀ Online Recruitment Application ମାଧ୍ୟମରେ upsc.gov.in ୱେବ୍‌ସାଇଟ୍‌ରେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଅଫିସିଆଲ ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର ୧ ହେଉଛି ଅନ୍‌ଲାଇନ୍‌ ଆପ୍ଲିକେସନର ପ୍ରିଣ୍ଟ କପି ଦାଖଲର ଶେଷ ତାରିଖ। ସପ୍ତମ ବେତନ କମିଶନ ଅନୁସାରେ ଦରମା ମିଳିବ। ମୋଟ ପଦବୀ ରିଜିଓନାଲ ଡାଇରେକ୍ଟର-୧ ଡେପୁଟି ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର-୧୦ ଇଣ୍ଟିଗ୍ରେଟେଡ ହେଡ୍‌କ୍ୱାର୍ଟର୍ସ ଅଫ୍‌ ନାଭିରେ ଆସିଷ୍ଟାଣ୍ଟ […]

UPSC

UPSC

Madhupriya Mistry
  • Published: Saturday, 11 September 2021
  • Updated: 11 September 2021, 03:29 PM IST

ନୂଆଦିଲ୍ଲୀ: ୟୁପିଏସ୍‌ସିର ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି । ଇଚ୍ଛୁକ ପ୍ରାର୍ଥୀ Online Recruitment Application ମାଧ୍ୟମରେ upsc.gov.in ୱେବ୍‌ସାଇଟ୍‌ରେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଅଫିସିଆଲ ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର ୧ ହେଉଛି ଅନ୍‌ଲାଇନ୍‌ ଆପ୍ଲିକେସନର ପ୍ରିଣ୍ଟ କପି ଦାଖଲର ଶେଷ ତାରିଖ। ସପ୍ତମ ବେତନ କମିଶନ ଅନୁସାରେ ଦରମା ମିଳିବ।

ମୋଟ ପଦବୀ

ରିଜିଓନାଲ ଡାଇରେକ୍ଟର-୧

ଡେପୁଟି ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର-୧୦

ଇଣ୍ଟିଗ୍ରେଟେଡ ହେଡ୍‌କ୍ୱାର୍ଟର୍ସ ଅଫ୍‌ ନାଭିରେ ଆସିଷ୍ଟାଣ୍ଟ କେମେଷ୍ଟ୍ରି ପ୍ରଫେସର-୧

ଆସିଷ୍ଟାଣ୍ଟ ପ୍ରଫେସର (ଇଲେକ୍ଟ୍ରୋନିକ ଇଞ୍ଜିନିୟରିଂ)-୧

ଆସିଷ୍ଟାଣ୍ଟ ପ୍ରଫେସର(ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ)

ଆସିଷ୍ଟାଣ୍ଟ ପ୍ରଫେସର(ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଇନଷ୍ଟ୍ରୁମେଣ୍ଟେସନ୍‌ ଇଞ୍ଜିନିୟରିଂ/କଣ୍ଟ୍ରୋଲ ଇନଷ୍ଟ୍ରୁମେଣ୍ଟେସନ୍‌ ଇଞ୍ଜିନିୟରିଂ)-୧

ଆସିଷ୍ଟାଣ୍ଟ ପ୍ରଫେସର(ଗଣିତ)-୧

ଆସିଷ୍ଟାଣ୍ଟ ପ୍ରଫେସର(ମାନ୍ୟୁଫାକ୍‌ଚରିଂ ଇଞ୍ଜିନିୟରିଂ/ପ୍ରଡକ୍ସନ ଇଞ୍ଜିନିୟରିଂ)-୧

ଆସିଷ୍ଟାଣ୍ଟ ପ୍ରଫେସର(ମେକାନିକାଲ ଇଞ୍ଜିନିୟରିଂ)-୧

ସିନିଅର ସାଇଣ୍ଟିଫିକ୍‌ ଅଫିସର ଗ୍ରେଡ୍‌-୨(ଇଲେକ୍ଟ୍ରୋନିକ୍ସ)-୩

ଜୁନିଅର ରିସର୍ଚ୍ଚ ଅଫିସର(ରିସର୍ଚ୍ଚ,ଷ୍ଟାଟିଷ୍ଟିକ୍ସ ଓ ଆନାଲିସିସି)-୩

ପବ୍ଲିକ୍‌ ୱାର୍କସ୍‌ ଡିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ଇଞ୍ଜିନିୟର/ଆସିଷ୍ଟାଣ୍ଟ ସର୍ଭେଅର୍‌ ଅଫ୍‌ ୱାର୍କସ୍‌/ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ(ସିଭିଲ)-୩

ଆବେଦନ ଫି'

ସାଧାରଣ ବର୍ଗର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ୨୫ ଟଙ୍କା ଶୁକ୍ଳ ଦେବାକୁ ପଡିବ। ଇଚ୍ଛୁକ ପ୍ରାର୍ଥୀ ଯେକୌଣସି ବି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବ୍ରାଞ୍ଚକୁ ଯାଇ ପେମେଣ୍ଟ କରିପାରିବେ। ନଚେତ ଅନ୍‌ଲାଇନ୍‌ ପେମେଣ୍ଟ ମଧ୍ୟ କରିପାରିବେ।

ଏସ୍‌ସି/ଏସ୍‌ଟି/ପିଡବ୍ଲୁବିଡି ଶ୍ରେଣୀ ଏବଂ ମହିଳା ଆବେଦନକାରୀ ମାଗଣାରେ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା ବୟସ ସୀମା କୋହଳ ନେଇ UPSC ଅଫିସିଆଲ ୱେବ୍‌ସାଇଟ୍‌ ଯାଇ ଚେକ୍‌ କରିପାରିବେ। ଅଧିକ ତଥ୍ୟ ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ଼: UPSC Recruitment 2021

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story