/odisha-reporter/media/post_attachments/uploadimage/library/16_9/16_9_0/IMAGE_1708788333.jpeg)
Chse +2 Exam
ଯୁକ୍ତ ଦୁଇ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ। ଗୋଟିଏକି ଦୁଇଟି ନୁହେଁ, ଫିଜିକ୍ସରେ ସିଲାବସ୍ ବାହାରୁ ୨୭ ମାର୍କର ପ୍ରଶ୍ନ ଆସିଥିବା ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ।
Advertisment
CHSE ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାରେ ଗତକାଲି ହୋଇଥିଲା ୭୦ ମାର୍କର ପଦାର୍ଥ ବିଜ୍ଞାନ ପରୀକ୍ଷା। ତେବେ ପ୍ରଶ୍ନପତ୍ରରେ ୨୭ ମାର୍କର ପ୍ରଶ୍ନ ସିଲାବସରେ ନଥିବା ସେମାନେ କହିଛନ୍ତି। ଏଥିସହ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଏନେଇ CHSE କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
