‘ଓଡ଼ିଶାରେ ୧୨୦୦ କୋଟିର ବହି ବେପାର ଚାଲିଛି’। କିଛି ଏଭଳି କହିଛନ୍ତି ଅଭିଭାବକ ସଂଘର ସଭାପତି,ବାସୁଦେବ ଭଟ୍ଟ। ତେବେ ପ୍ରତିକ୍ରିୟାରେ ଆଉ କଣ କହୁଛନ୍ତି ଶୁଣନ୍ତୁ।