Advertisment

5T ସ୍କୁଲର କାମ ସରିନି ହେଲେ ଉଦଘାଟନ ସରିଛି

ସ୍କୁଲର ଚିତ୍ର ଦେଖିଲେ ଲାଗିବ ଏହା କଣ ସତରେ 5T ସ୍କୁଲ।

Advertisment

ପିଲାଙ୍କୁ ଉତ୍ତମ ପରିବେଶ ସହ ଗୁଣାତ୍ମକ ଶିକ୍ଷା ଦେବା ପାଇଁ 5T ସ୍କୁଲ କରାଯାଉଛି । ହେଲେ ସ୍କୁଲର ଚିତ୍ର ଦେଖିଲେ ଲାଗିବ ଏହା କଣ ସତରେ 5T ସ୍କୁଲ। ବାହାରୁ ତ ପୂରା ଚକାଚକ ହେଲେ ଭିତର ଚିତ୍ର ପୁରା ଭିନ୍ନ । ଏହା ହେଉଛି ବାଲେଶ୍ୱର ରେମୁଣା ବ୍ଲକର ବରୁଣସିଂ ଠାରେ ଥିବା ବୈକୁଣ୍ଠନାଥ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ ।

Advertisment
Odisha 5T
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe