Advertisment

'କୋଠାବାଡ଼ି କଣ ହେବ ? ଶିକ୍ଷକ ଦରକାର'

ସରକାରଙ୍କ ଅଜବ ବ୍ୟବସ୍ଥା। ସ୍ମାର୍ଟ କରିବା ଚକ୍କରରେ ସ୍ମାର୍ଟ ସ୍କୁଲ ନିର୍ମାଣ କରିଦେଲେ, ହେଲେ ଶିକ୍ଷକ ନିଯୁକ୍ତି କଥା ଭୁଲିଗଲେ। ଶିକ୍ଷା ବିଭାଗର ଏପରି ବିଚିତ୍ର ଚିତ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଛି ।

Advertisment

ସରକାରଙ୍କ ଅଜବ ବ୍ୟବସ୍ଥା। ସ୍ମାର୍ଟ କରିବା ଚକ୍କରରେ ସ୍ମାର୍ଟ ସ୍କୁଲ ନିର୍ମାଣ କରିଦେଲେ, ହେଲେ ଶିକ୍ଷକ ନିଯୁକ୍ତି କଥା ଭୁଲିଗଲେ। ଶିକ୍ଷା ବିଭାଗର ଏପରି ବିଚିତ୍ର ଚିତ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଛି । 5-Tରେ ଅନ୍ତର୍ଭୁକ୍ତ ହେବା ପରେ ସ୍କୁଲରେ ନୂଆ ବିଲ୍‌ଡିଂ, ସ୍ମାର୍ଟ କ୍ଲାସ୍‌ ରୁମ୍‌, ଡିଜିଟାଲ୍‌ ଲାଇବ୍ରେରୀ, ଶୌଚାଳୟ, ଗେଟ୍‌ ପ୍ରମୁଖ ତିଆରି କରାଯାଇଛି। ବାହାରୁ ଚାକାଚକ ଦେଖା ଯାଉଛି ସ୍କୁଲ। କିନ୍ତୁ ଦଃଖର ବିଷୟ ସ୍କୁଲରେ ଆବଶ୍ୟକ ସଂଖକ ଶିକ୍ଷକ ନାହାନ୍ତି। ତେଣୁ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି।

Advertisment
No Teacher School Odisha Education 5T
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe