Advertisment

ଆସନ୍ତାକାଲି ସ୍କୁଲ ଛୁଟି

ଛୁଟି ଘୋଷଣା କରିଛି ଗଣଶିକ୍ଷା ବିଭାଗ।

ଅଦ୍ୟତନ ହୋଇଛି
Students

Students

Advertisment

ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛି ରାଜ୍ୟ ଗଣଶିକ୍ଷା ବିଭାଗ। ମହାଳୟା ପାଇଁ ଏହି ଛୁଟି ଘୋଷଣା କରାଯାଇଛି। 

Advertisment

ଏହା ସହିତ ଦଶହରା ଛୁଟି ନେଇ ମଧ୍ୟ ଗଣଶିକ୍ଷା ବିଭାଗର ନୋଟିସ୍‌ ପ୍ରକାଶ କରାଯାଇଛି। ଚଳିତ ବର୍ଷ ଦଶହରା ଛୁଟି ୨ଟି ରବିବାରକୁ ମିଶାଇ ମୋଟ ୧୦ ଦିନ ହେବ। ଆସନ୍ତା ୨୦ରୁ ୨୯ ପର୍ଯ୍ୟନ୍ତ ଦଶହରା ଛୁଟି ଘୋଷଣା କରାଯାଇଛି।   

School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe