\'ମୁଁ କହିପାରିବିନି\' | Odisha Reporter
ମୁଁ ପ୍ରତିନିଧି ଭାବେ ଆସି ପିଲାମାନଙ୍କ ସହ ଆଲୋଚନା କଲି, ବର୍ତ୍ତମାନ କ୍ଲାସ ଚାଲିଛି ପିଲା କ୍ଲାସ କରନ୍ତୁ, ମୁଁ ତାଙ୍କ ଗ୍ରୀଭାନ୍ସ ସରକାରଙ୍କୁ ଜଣାଇବି, ସ୍କୁଲ ଏଠି ରହିବ କି ନାହିଁ, ମୁଁ କହିପାରିବିନି ବୋଲି କହିଲେ ଭୁବନେଶ୍ୱର ବିଇଓ ପ୍ରଜ୍ଞା ପରମିତା ଜେନା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
