Advertisment

ଭୁବନେଶ୍ବରରେ ବୁକ୍ ରିଡିଂ କ୍ଲବ

ବହି ପଢ଼ିବା ଦ୍ବାରା ବିଚାର ଶକ୍ତି ପ୍ରସାରିତ ହୁଏ।

author-image
Manoj Swain

ବହି ଏମିତି ଏକ ସାଙ୍ଗ ଯାହା ଦ୍ବାରା ଅନେକ ଜୀବନ ଜିଇଁ ହୁଏ। ଅନେକ ବହି ପଢ଼ିବା ଦ୍ବାରା ବିଚାର ଶକ୍ତି ପ୍ରସାରିତ ହୁଏ। ଦେଶର ଅନ୍ୟ କିଛି ଅଂଚଳ ଭଳି ୪ ବର୍ଷ ତଳେ ଭୁବନେଶ୍ବରରେ କିଛି ବ୍ୟକ୍ତିଙ୍କ ଦ୍ବାରା ଆରମ୍ଭ ହୋଇଥିଲା `ଭୁବନେଶ୍ବର ବୁକ ରିଡିଂ କ୍ଲବ୍’। ଏବେ ପ୍ରତି ମାସ ଶେଷରେ ଗୋଟିଏ ସ୍ଥାନରେ ସନ୍ଧ୍ୟାରେ ଏକାଠି ହୁଅନ୍ତି ୧୫ରୁ ୨୦ ସଦସ୍ୟ। କରନ୍ତି ପଢିଥିବା ବହି ଉପରେ ଆଲୋଚନା। 

Advertisment
Odisha Bhubaneswar Books