ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲା ବୋର୍ଡ

ଗତ ବର୍ଷ ଭଳି ଏଥର ପ୍ରଶ୍ନପତ୍ର ବୋର୍ଡ ଯୋଗାଇବ ନାହିଁ।

Board Office PhotoOR

ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ

Jitendra Garnayak
  • Published: Tuesday, 24 September 2024
  • Updated: 24 September 2024, 08:51 PM IST

ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲା ମାଧ୍ୟମିକ ଶିକ୍ଷା ପରିଷଦ (BSE)। ଷାଣ୍ମାସିକ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ଲେଖିଲା ବୋର୍ଡ। ତେବେ ଗତ ବର୍ଷ ଭଳି ଏଥର ପ୍ରଶ୍ନପତ୍ର ବୋର୍ଡ ଯୋଗାଇବ ନାହିଁ। ସ୍କୁଲ କର୍ତ୍ତୃପକ୍ଷ ନିଜସ୍ୱ ପ୍ରଶ୍ନପତ୍ର ପ୍ରସ୍ତୁତ କରିପାରିବେ ବୋଲି ବୋର୍ଡ ସ୍ପଷ୍ଟ କରି ଦେଇଛି। 

Also Read

ବୋର୍ଡ ସଂପାଦକ ଆଜି ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଠାଇଥିବା ଚିଠିରେ ଲେଖିଛନ୍ତି ଯେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା କରିବା ନେଇ କିଛି ଦ୍ୱନ୍ଦ୍ୱ ରହିଯାଇଥିବା ଜଣାପଡ଼ୁଛି। ଏହି ପରୀକ୍ଷା ପାଇଁ ଗତ ବର୍ଷ (୨୦୨୩-୨୪ ବର୍ଷ ପାଇଁ) BSE ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲା। କିନ୍ତୁ ଚଳିତ ବର୍ଷର ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପାଇଁ  BSE ପ୍ରଶ୍ନପତ୍ର ପଠାଇବ ନାହିଁ ବୋଲି ସ୍ପଷ୍ଟ କରି ଦେଉଛି। ସମସ୍ତ ସ୍କୁଲ ସେମାନଙ୍କର ନିଜର ପ୍ରଶ୍ନପତ୍ର ପ୍ରସ୍ତୁତ କରିପାରିବେ ଅବା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପରୀକ୍ଷା କରିବା ପାଇଁ ଅଲଗା ବ୍ୟବସ୍ଥା କରିପାରିବେ। ସେଥିପାଇଁ ସେମାନେ ସ୍ୱାଧୀନ। ଏନେଇ ଆପଣମାନଙ୍କ ଅଧୀନରେ ଆସୁଥିବା ସମସ୍ତ ସ୍କୁଲକୁ ଅବଗତ କରାଇ ଦେବେ ଏବଂ ଏହି ପ୍ରସଙ୍ଗରେ କିଛି ଦ୍ୱନ୍ଦ୍ୱ ନରହିବା ଉଚିତ୍।        

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story