Advertisment

ଏଠି ସୂର୍ଯ୍ୟ ଉଇଁଲେ ହିଁ ଖୋଲେ ସ୍କୁଲ କବାଟ

ଗୋଟିଏ ପଟେ ଗଛ ତଳେ ଚାଲିଛି ପିଲାଙ୍କ ପାଠପଢା । ଆଉ ଏପଟେ ଶ୍ରେଣୀ କୋଠରୀ ଭିତରେ ପିଲା ଏଭଳି ବସି ପାଠ ପଢୁଛନ୍ତି ଯେ ଆପଣଙ୍କୁ ଦେଖିଲେ ଲାଗିବ ଏହା ବିଦ୍ୟାଳୟ ନୁହେଁ ବରଂ କୌଣସି ଟ୍ୟୁସନ ସେଣ୍ଟର।

author-image
Manoj Swain

ଗୋଟିଏ ପଟେ ଗଛ ତଳେ ଚାଲିଛି ପିଲାଙ୍କ ପାଠପଢା । ଆଉ ଏପଟେ ଶ୍ରେଣୀ କୋଠରୀ ଭିତରେ ପିଲା ଏଭଳି ବସି ପାଠ ପଢୁଛନ୍ତି ଯେ ଆପଣଙ୍କୁ ଦେଖିଲେ ଲାଗିବ ଏହା ବିଦ୍ୟାଳୟ ନୁହେଁ ବରଂ କୌଣସି ଟ୍ୟୁସନ ସେଣ୍ଟର। ଦେଖନ୍ତୁ ଏ ଦୃଶ୍ୟକୁ । କିଭଳି ମାଟିରେ ମିଶିଯାଇଛି ବିଦ୍ୟାଳୟର ଦୁଇଟି କୋଠରୀ । ଲଗାଣ ବର୍ଷାରେ ବିଦ୍ୟାଳୟର ଦୁଇଟି ଶ୍ରେଣୀଗୃହ ସଂପୂର୍ଣ୍ଣ ଭାଙ୍ଗିଯାଇଛି।

Advertisment
Odisha School Condition Boudh