Advertisment

ବହିଖାତା ଦେଖି ପରୀକ୍ଷା ଦେବେ CBSE ପିଲା !

ଏଣିକି ଆଉ ପିଲାଙ୍କର ରହିବନି ପରୀକ୍ଷା ଟେନସନ। ପରୀକ୍ଷା ହଲକୁ ବହି, ଖାତା ନେଇକିଯିବେ ପରୀକ୍ଷାର୍ଥୀ।

author-image
Manoj Swain

ପରୀକ୍ଷା ବ୍ୟବସ୍ଥାରେ ଆସୁଛି ବଡ ସଂସ୍କାର। ଏଣିକି ଆଉ ପିଲାଙ୍କର ରହିବନି ପରୀକ୍ଷା ଟେନସନ। ପରୀକ୍ଷା ହଲକୁ ବହି, ଖାତା ନେଇକିଯିବେ ପରୀକ୍ଷାର୍ଥୀ। ଆଉ ପାଖରେ ରଖି ପ୍ରଶ୍ନର ଉତ୍ତର ଦେଖି ଲେଖିବେ। ଏମିତି କିଛି ଢାଞ୍ଚାରେ ହୋଇପାରେ ସିବିଏସଇ ପରୀକ୍ଷା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Exam CBSE