Advertisment

CISCE ବୋର୍ଡ ପରୀକ୍ଷା ସୂଚୀ ଘୋଷଣା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଇଣ୍ଡିଆନ ସାର୍ଟିଫିକେଟ ଫର୍ ସେକେଣ୍ଡାରୀ ଏଜୁକେସନ(ICSE) ଏବଂ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ (ISC) ପରକ୍ଷୀ ତାରିଖ ଘୋଷଣା କରାଯାଇଛି।

Representative Image

Representative Image

Advertisment

ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ। କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକଜାମିନେସନ୍ (CISCE) ଦୁଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। କେତେ ତାରିଖରୁ ଇଣ୍ଡିଆନ ସାର୍ଟିଫିକେଟ ଫର୍ ସେକେଣ୍ଡାରୀ ଏଜୁକେସନ(ICSE) ଏବଂ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ (ISC) ପରକ୍ଷୀ ହେବ, ଜାଣନ୍ତୁ...

Advertisment

ICSE ଦଶମ ଶ୍ରେଣୀ ଲିଖିତ ପରୀକ୍ଷା ଫେବୃଆରୀ 21, 2024 ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ 28, 2024 ସୁଦ୍ଧା ଶେଷ ହେବ। ସେହିପରି ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ 12, 2024 ରୁ ଆରମ୍ଭ ହୋଇ 3 ଅପ୍ରେଲ 2024 ସୁଦ୍ଧା ଶେଷ ହେବ।

ଅନଲାଇନରେ କିପରି ପରୀକ୍ଷା ସୂଚୀ ଚେକ୍ କରିବେ?
ଷ୍ଟେପ୍ 1- CISCE ବୋର୍ଡର ଅଫିସିଆଲ୍ ୱେବସାଇଟ୍ ଓପନ୍ କରନ୍ତୁ।
ଷ୍ଟେପ୍ 2- ପ୍ରଥମ ପେଜରେ ଥିବା 'ଡାଉନଲୋଡ୍ ICSE (ଦଶମ) କିମ୍ବା ISC (ଦ୍ୱାଦଶ) ତାରିଖ-ଶୀଟ୍ 2024' ଉପରେ କ୍ଲିକ୍ କରନ୍ତୁ।
ଷ୍ଟେପ୍ 3- ଏହାପରେ ଦୁଇ ବୋର୍ଡର ଅଲଗା ଅଲଗା ପରୀକ୍ଷା ସୂଚୀ ପେଜ୍ ଆସିବ, ଆବଶ୍ୟକତା ଅନୁସାରେ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଏକଜାମ୍ ଡିଟେଲ୍ସ ଜାଣନ୍ତୁ।  

Advertisment
Exam Details ISC CISCE Bord Exam CISCE ICSE
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe