Advertisment

କୋର୍ସ ଫି ନାଁରେ ଲୁଟ୍ !

ଭୁବନେଶ୍ବର ପଟିଆରେ ଥିବା ସିଲିକନ ଇନଷ୍ଟିଚ୍ୟୁଟ୍ ଅଫ ଟେକନୋଲୋଜିର ବିଟେକ ଛାତ୍ରମାନଙ୍କ ପ୍ରତିକ୍ରିୟା ଶୁଣନ୍ତୁ ।

author-image
Manoj Swain

ଭୁବନେଶ୍ବର ପଟିଆରେ ଥିବା ସିଲିକନ ଇନଷ୍ଟିଚ୍ୟୁଟ୍ ଅଫ ଟେକନୋଲୋଜିର ବିଟେକ ଛାତ୍ରମାନଙ୍କ ପ୍ରତିକ୍ରିୟା ଶୁଣନ୍ତୁ । 4 ବର୍ଷିଆ ଇଂଜିନିୟରିଂ ପାଠ୍ୟକ୍ରମର ବିଟେକ କ୍କୋର୍ସ ପାଇଁ ପ୍ରତି ପିଲାଙ୍କ ଠାରୁ ଅନ୍ୟ କେତେକ ଇଚ୍ଛାଧୀନ ଫିକୁ ଛାଡ଼ି କଲେଜ ବାର୍ଷିକ 1 ଲକ୍ଷ 80 ହଜାର ଟଙ୍କା ନେଉଥିବା ଛାତ୍ରମାନେ କହିଛନ୍ତି ।

Advertisment
Odisha Odisha Education