Advertisment

ସଭିଏଁ ପଢ଼ିବେ ନା ସଭିଏଁ ମରିବେ ?

ଶୁଣିଲେ ତ ଛାତ୍ରୀ ଜଣକଙ୍କ କଥା, ଶିକ୍ଷା ଏବଂ ଭିତ୍ତିଭୂମି ବିକାଶ ନାଁରେ ଏଠି ଚାଲିଛି ପିଲାଙ୍କ ଜୀବନ ସହ ଖେଳ। ସ୍କୁଲ ଅଛି, ଶିକ୍ଷକ ବି ଅଛନ୍ତି ହେଲେ ବିଦ୍ୟାଳୟର ହାଲ ପୁରା ବେହାଲ।

author-image
Manoj Swain

ଶୁଣିଲେ ତ ଛାତ୍ରୀ ଜଣକଙ୍କ କଥା, ଶିକ୍ଷା ଏବଂ ଭିତ୍ତିଭୂମି ବିକାଶ ନାଁରେ ଏଠି ଚାଲିଛି ପିଲାଙ୍କ ଜୀବନ ସହ ଖେଳ। ସ୍କୁଲ ଅଛି, ଶିକ୍ଷକ ବି ଅଛନ୍ତି ହେଲେ ବିଦ୍ୟାଳୟର ହାଲ ପୁରା ବେହାଲ। ଗୋଟିଏ ପଟେ ଆଜବେଷ୍ଟସ ଭାଙ୍ଗି ସୂର୍ଯ୍ୟ ଚନ୍ଦ୍ର ଦେଖାଯାଉଛନ୍ତି ତ ଅନ୍ୟପଟେ ଶୌଚାଳୟରେ ମାଛି ଭଣ ଭଣ ହେଉଛନ୍ତି। ଏ ହେଉଛି ସୂବର୍ଣ୍ଣପୁର ଜିଲ୍ଲା ବିଲାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ।

Advertisment
Odisha School