Advertisment

ମନ୍ତ୍ରୀ ବୁଲୁଛନ୍ତି ଚାରିଆଡ଼େ, ଷଣ୍ଢ ପଶିଗଲା ବାରିଆଡ଼େ!

ଶୁଣିଲେ ତ, ଏଠି କେଉଁ ବିଷୟରେ କଥାବାର୍ତ୍ତା ଚାଲିଥିଲା? ସେ କଥା ଆଉ ବୁଝାଇବାର ଆବଶ୍ୟକତା ନାହିଁ। ରାଜ୍ୟରେ ଏବେ ମାଟ୍ରିକ ପରୀକ୍ଷା ଚାଲିଛି। ଏତିକି ବେଳେ ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ନିମାପଡ଼ାରେ ହୋଇଥିବା ପରୀକ୍ଷା ସେଣ୍ଟରଗୁଡ଼ିକରେ ଯେ କତେ ସଚ୍ଚୋଟତାର ସହ ପରୀକ୍ଷା ଚାଲିଛି, ଏହି ଭାଇରାଲ ଅଡ଼ିଓରୁ ହିଁ ସ୍ପଷ୍ଟ ବାରି ହୋଇପଡୁଛି।

Naveen Patnaik Odisha Education BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe