ଲଗାମହୀନ ଡିମଡ ବିଶ୍ବବିଦ୍ୟାଳୟ ?

ସରକାର ଡିମଡରେ ମେଡିକାଲ କୋର୍ସ ଫି ନେଇ ସୀମା ନିର୍ଦ୍ଧାରଣ କରି ନାହାଁନ୍ତି । ମେଡିକାଲ ପାଠ୍ୟକ୍ରମରେ ଏହାର ଫାଇଦା ନେଉଛନ୍ତି ଅନୁଷ୍ଠାନ।

Ordigital Desk
  • Published: Thursday, 09 November 2023
  • Updated: 09 November 2023, 11:13 AM IST

Sports

Latest News

ଡିମଡ ବିଶ୍ବବିଦ୍ୟାଳୟ ଫି'ରେ ଆସିପାରିନି କୌଣସି ଲଗାମ । ଓଡ଼ିଶାରୁ ଅଛନ୍ତି କେବଳ କିଟ୍ ଓ ସୋଆ ଡିମଡ ବିଶ୍ବବିଦ୍ୟାଳୟ। ସଂଗ୍ରହ ହେଉଛି ଚଢ଼ା କୋର୍ସ ଫି, ଖର୍ଚ୍ଚରେ ସ୍ବଚ୍ଛତା ନେଇ ପ୍ରଶ୍ନ। ସରକାର ଡିମଡରେ ମେଡିକାଲ କୋର୍ସ ଫି ନେଇ ସୀମା ନିର୍ଦ୍ଧାରଣ କରି ନାହାଁନ୍ତି । ମେଡିକାଲ ପାଠ୍ୟକ୍ରମରେ ଏହାର ଫାଇଦା ନେଉଛନ୍ତି ଅନୁଷ୍ଠାନ। ମେଡିକାଲ, ଇଂଜିନିୟରିଂ ଶିକ୍ଷାରେ ଚାଲିଛି କି ବ୍ୟବସାୟ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos