ଲଗାମହୀନ ଡିମଡ ବିଶ୍ବବିଦ୍ୟାଳୟ ? | Odisha Reporter
Advertisment
ଡିମଡ ବିଶ୍ବବିଦ୍ୟାଳୟ ଫି'ରେ ଆସିପାରିନି କୌଣସି ଲଗାମ । ଓଡ଼ିଶାରୁ ଅଛନ୍ତି କେବଳ କିଟ୍ ଓ ସୋଆ ଡିମଡ ବିଶ୍ବବିଦ୍ୟାଳୟ। ସଂଗ୍ରହ ହେଉଛି ଚଢ଼ା କୋର୍ସ ଫି, ଖର୍ଚ୍ଚରେ ସ୍ବଚ୍ଛତା ନେଇ ପ୍ରଶ୍ନ। ସରକାର ଡିମଡରେ ମେଡିକାଲ କୋର୍ସ ଫି ନେଇ ସୀମା ନିର୍ଦ୍ଧାରଣ କରି ନାହାଁନ୍ତି । ମେଡିକାଲ ପାଠ୍ୟକ୍ରମରେ ଏହାର ଫାଇଦା ନେଉଛନ୍ତି ଅନୁଷ୍ଠାନ। ମେଡିକାଲ, ଇଂଜିନିୟରିଂ ଶିକ୍ଷାରେ ଚାଲିଛି କି ବ୍ୟବସାୟ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us