ସବୁ ସରକାରୀ ଡିଗ୍ରୀ କଲେଜକୁ ନିର୍ଦ୍ଦେଶ: ୧୪ ସୁଦ୍ଧା ଭିତ୍ତିଭୂମିର ସ୍ଥିତି ଜଣାଅ

ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସ୍ନିଗ୍ଧା ଚମ୍ପତ୍ତିରାୟ ଆଜି ସବୁ ସରକାରୀ ଡିଗ୍ରୀ କଲେଜର ପ୍ରିନ୍ସିପାଲ ଓ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାନର ପ୍ରିନ୍ସିପାଲଙ୍କୁ ଚିଠି ଲେଖି ଭିତ୍ତିଭୂମିର ଆକଳନ କରିବାକୁ କହିଛନ୍ତି ।

Higher Education PhotoOTV

ଉଚ୍ଚଶିକ୍ଷା ବିଭାଗ

Ordigital Desk
  • Published: Wednesday, 09 August 2023
  • Updated: 09 August 2023, 09:05 PM IST

Sports

Latest News

ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ କଲେଜ ଓ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାନକୁ ଆସନ୍ତା ୧୪ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଭିତ୍ତିଭୂମିର ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । କଲେଜରେ ମୋଟ ଛାତ୍ରଛାତ୍ରୀ, ହଷ୍ଟେଲ ସଂଖ୍ୟା, ରେଗୁଲାର ପାଠ୍ୟକ୍ରମ,ସେଲଫ ଫାଇନାନ୍ସ କୋର୍ସ, ପ୍ରଶାସନିକ କୋଠା, କ୍ଲାସ ରୁମ୍ ,ଲାଇବ୍ରେରୀ, ଲ୍ୟାବ୍ , ଖେଳ ପଡ଼ିଆ, ଷ୍ଟାଫ କ୍ୱାଟର୍ସ, ପାର୍କିଂ ଏରିଆ, ପାଚେରୀ ଓ ଇଂଟରନେଟ୍ ସୁବିଧା ଆଦି ସମ୍ପର୍କିତ ଭିତ୍ତିଭୂମି ତଥ୍ୟ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସ୍ନିଗ୍ଧା ଚମ୍ପତ୍ତିରାୟ ଆଜି ସବୁ ସରକାରୀ ଡିଗ୍ରୀ କଲେଜର ପ୍ରିନ୍ସିପାଲ ଓ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାନର ପ୍ରିନ୍ସିପାଲଙ୍କୁ ଚିଠି ଲେଖି ଭିତ୍ତିଭୂମିର ଆକଳନ କରିବାକୁ କହିଛନ୍ତି । ଶିକ୍ଷାନୁଷ୍ଠାନରେ ବାସ୍ତବରେ ଏବେ ଭିତ୍ତିଭୂମିର ସ୍ଥିତି କ’ଣ ରହିଛି ତାହା ଜାଣିବା ଏହି ଆକଳନର ପ୍ରାଥମିକ ମୂଳ ଉଦ୍ଦେଶ୍ୟ । ସେହି ଆଧାରରେ ଆବଶ୍ୟକତାରେ ସୁଧାର ଓ କ୍ୟାମ୍ପସ ପରିବେଶକୁ ଅଧିକ ଶିକ୍ଷଣୀୟ କରିବା ଦିଗରେ ଯୋଜନାବଦ୍ଧ ପଦକ୍ଷେପ ନେବା ସମ୍ଭବପର ହେବ ବୋଲି କହିଛନ୍ତି । ତେଣୁ କଲେଜ ପରିଚାଳନା କମିଟି ସହ ମିଶି ଏହି ଭିତ୍ତିଭୂମିର ସ୍ଥିତି ଆକଳନ ସହ ମୌଳିକ ଆବଶ୍ୟକତା ଥିଲେ ତାହା ନିର୍ଦ୍ଧାରିତ ଗୁଗଲ୍ ସିଟ୍ ଫର୍ମାଟରେ ଆସନ୍ତା ୧୪ତାରିଖ ସୁଦ୍ଧା ଜଣାଇବାକୁ ପରାମର୍ଶ ଦିଆଯାଇଛି ।

Also Read

କଲେଜଗୁଡ଼ିକରେ ସ୍ପୋର୍ଟସ କମ୍ପେ୍ଲକ୍ସଠୁ ଆରମ୍ଭ କରି ମଲଟିପର୍ପସ ହଲ୍‌, ରିଡିଂ ରୁମ୍ , କେଉଁ ପାଠ୍ୟକ୍ରମ ପାଇଁ କେତେ କୋଠା ରହିଛି, ଅନ୍ୟାନ୍ୟ ସୁବିଧା କ’ଣ ସବୁ ଉପଲବ୍ଧ ଅଛି ତାହା ନିର୍ଦ୍ଧାରିତ ଫର୍ମାଟରେ ଜଣାଇବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ମୋଟ ୪୯ଟି ସରକାରୀ ଡିଗ୍ରୀ କଲେଜ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story