୨୦ ପର୍ଯ୍ୟନ୍ତ ଚାଲିବ ଆଦର୍ଶ ବିଦ୍ୟାଳୟରେ ନାମଲେଖା ପଞ୍ଜିକରଣ

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବାକୁ ଇଚ୍ଛୁକ ଥିବା ପିଲାଙ୍କ ଅଭିଭାବକମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୱେବସାଇଟକୁ ଯାଇ ପ୍ରବେଶିକା ପରୀକ୍ଷା ନିମନ୍ତେ ନାମ ପଞ୍ଜିକରଣ କରିପାରିବେ ।

Adarsha Vidyalaya

ଓଡ଼ିଶା ଆଦର୍ଶ ବିଦ୍ୟାଳୟ

Ordigital Desk
  • Published: Monday, 06 November 2023
  • Updated: 06 November 2023, 07:17 PM IST

Sports

Latest News

ଚଳିତ ମାସ ୨୦ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ପଞ୍ଜିକରଣ ଚାଲିବ । ରାଜ୍ୟରେ ଥିବା ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ନିମନ୍ତେ ଏହି ପଞ୍ଜିକରଣ କରିହେବ । ଚଳିତମାସ ୧ତାରିଖରେ ଏହି ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବାକୁ ଇଚ୍ଛୁକ ଥିବା ପିଲାଙ୍କ ଅଭିଭାବକମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୱେବସାଇଟକୁ ଯାଇ ପ୍ରବେଶିକା ପରୀକ୍ଷା ନିମନ୍ତେ ନାମ ପଞ୍ଜିକରଣ କରିପାରିବେ । ଆସନ୍ତାବର୍ଷ ଜାନୁୟାରୀ ୧୫ତାରିଖ ସୁଦ୍ଧା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଶେଷ କରାଯିବ । ପ୍ରବେଶିକା ପରୀକ୍ଷା ଫଳ ଫେବୃୟାରୀ ୧୫ତାରିଖ ସୁଦ୍ଧା ଓ ନାମଲେଖା ନିମନ୍ତେ ତାଲିକା ଅନୁମୋଦନ ମାର୍ଚ୍ଚ ୧୫ତାରିଖ ସୁଦ୍ଧା ହେବ । ଆଡମିଶନ ଆରମ୍ଭ ଏପ୍ରିଲ ୨ରୁ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ ।

Also Read

ଏହି ସମସ୍ତ ବିଦ୍ୟାଳୟରେ ୫୦ ପ୍ରତିଶତ ସ୍ଥାନ ଛାତ୍ରୀମାନଙ୍କ ପାଇଁ ଓ ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାର ପ୍ରତିଶତ ଆଧାରରେ ସମ୍ପୃକ୍ତ ବର୍ଗ ନିମନ୍ତେ ସଂରକ୍ଷିତ ରଖାଯାଇଛି । ପଞ୍ଜିକରଣ ନିମନ୍ତେ କୌଣସି ସମସ୍ୟା ଦେଖାଦେଲେ ଅଭିଭାବକ ନିକଟସ୍ଥ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସୂଚନା ପୁସ୍ତିକା ସମସ୍ତ ଜିଲ୍ଲା ଓ ଶିକ୍ଷା ଅଧିକାରୀଙ୍କୁ ପଠାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ମିଡିୟମରେ ଶିକ୍ଷା ପ୍ରଦାନ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story